ଗାନ୍ଧିନଗର 3 ଜୁଲାଇ
(ହି.ସ)-ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ ବିଜୟା ରହାଟକର ଗୁରୁବାର ଦିନ ଗାନ୍ଧିନଗରରେମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୁଳକ
ସାକ୍ଷାତ କରିଛନ୍ତି। ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ ଗୁଜୁରାଟକୁ ଦୁଇ ଦିନିଆ ଗ୍ରସ୍ତରେ
ଅଛନ୍ତି,ଏହି ସମୟରେ ସେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ
ଭେଟିଛନ୍ତି।ତାଙ୍କର ଗୁଜୁରାଟ ଗ୍ରସ୍ତ ସମୟରେ ସେ ଅହମଦାବାଦରେ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ
ତଥା ଗାନ୍ଧିନଗର ଏବଂ ପାଳନପୁରରେ ବିଭିନ୍ନ ବୈଠକ ସମେତ ଅନ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା