ସତର୍କ ସଙ୍କେତ ଉପରେ ବୈତରଣୀ
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟାଜଳ । ଆଖୁଆପଦା ଆନିକଟ ନିକଟରେ ୧୮.୧୨ ମିଟରରେ ପ୍ରବାହିତ ବନ୍ୟାଜଳ ହେଉଛି । ସତର୍କ ସଂକେତ ୧୭.୮୩ ମିଟର ଥିବା ବେଳେ ବିପଦ ସଂକେତ ୧୮.୩୩ ରହିଛି । ---------------
ସତର୍କ ସଙ୍କେତ ଉପରେ ବୈତରଣୀ


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟାଜଳ । ଆଖୁଆପଦା

ଆନିକଟ ନିକଟରେ ୧୮.୧୨ ମିଟରରେ ପ୍ରବାହିତ ବନ୍ୟାଜଳ ହେଉଛି । ସତର୍କ ସଂକେତ ୧୭.୮୩ ମିଟର ଥିବା

ବେଳେ ବିପଦ ସଂକେତ ୧୮.୩୩ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande