ସନ୍ଥ ତୁଳସୀଦାସଙ୍କୁ ପ୍ରଣାମ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ସନ୍ଥ ତୁଳସୀଦାସଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ଉପାସକ, ଶ୍ରୀ ରାମଚରିତମାନସର ସ୍ରଷ୍ଟା, ଗୋସ୍ୱାମୀ ସନ୍ଥ ତୁଳସୀଦାସଙ୍କ ଜୟନ୍ତୀରେ ବିନମ୍ର ପ୍ରଣା
ସନ୍ଥ ତୁଳସୀଦାସଙ୍କୁ ପ୍ରଣାମ କଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ସନ୍ଥ ତୁଳସୀଦାସଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ

। ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ଉପାସକ, ଶ୍ରୀ ରାମଚରିତମାନସର ସ୍ରଷ୍ଟା, ଗୋସ୍ୱାମୀ ସନ୍ଥ ତୁଳସୀଦାସଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ ଜଣାଉଛି। ସତ୍ୟ, ଧର୍ମ, ନ୍ୟାୟ ଏବଂ ମାନବ କଲ୍ଯାଣ କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନ ଯୁଗ ଯୁଗ ଧରି ସମସ୍ତଙ୍କୁ

ପ୍ରେରିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande