ମନମୋହନଙ୍କ ନେତୃତ୍ୱରେ ବିଜେପି ମଜଭୁତ ହେବ
ଭୁବନେଶ୍ୱର, ୦୭ ଜୁଲାଇ (ହି.ସ)- ମନମୋହନ ସାମଲ ପୁଣି ଥରେ ବିଜେପି ସଭାପତି ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ମଜଭୁତ ହେବ। ପୁର୍ନବାର ସରକାର ହେବ। ତାଙ୍କ ନେତୃତ୍ୱ ଭଲ। ସମସ୍ତଙ୍କ ବିଶ୍ୱାସ ଓ ଆଶା ଅଛି
ମନମୋହନଙ୍କ ନେତୃତ୍ୱରେ ବିଜେପି ମଜଭୁତ ହେବ


ଭୁବନେଶ୍ୱର, ୦୭ ଜୁଲାଇ (ହି.ସ)- ମନମୋହନ ସାମଲ ପୁଣି ଥରେ ବିଜେପି ସଭାପତି ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ମଜଭୁତ ହେବ। ପୁର୍ନବାର ସରକାର ହେବ। ତାଙ୍କ ନେତୃତ୍ୱ ଭଲ। ସମସ୍ତଙ୍କ ବିଶ୍ୱାସ ଓ ଆଶା ଅଛି ସେ ପୁନର୍ବାର ସଭାପତି ପରେ ପୁଣି ଦଳ ମଜଭୁତ କରିବ। ଆଗାମୀ ପଂଚାୟତ ନିର୍ବାଚନରେ ମଧ୍ୟ ଆମେ ଭଲ କରିବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande