ଜାପାନ ଓ ଦକ୍ଷିଣ କୋରିଆ ଉପରେ 25 ପ୍ରତିଶତ ଟାରିଫ ପ୍ଲାନ ଲାଗୁ କଲେ ଟ୍ରମ୍ପ
ୱାଶିଂଟନ, 8 ଜୁଲାଇ (ହି.ସ.) -ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଟାରିଫ (ଶୁଳ୍କ) ଲାଗୁ କରିବା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଗତକାଲି କହିଛନ୍ତି ଯେ ଦକ୍ଷିଣ କୋରିଆ ଓ ଜାପାନକୁ ଆସନ୍ତା ୧ ଅଗଷ୍ଟରୁ ତାଙ୍କ
ଜାପାନ ଓ ଦକ୍ଷିଣ କୋରିଆ     ଉପରେ 25 ପ୍ରତିଶତ ଟାରିଫ ପ୍ଲାନ ଲାଗୁ କଲେ ଟ୍ରମ୍ପ


ୱାଶିଂଟନ, 8 ଜୁଲାଇ (ହି.ସ.)

-ଆମେରିକାର ରାଷ୍ଟ୍ରପତି

ଡୋନାଲ୍ଡ୍ ଟ୍ରମ୍ପ ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଟାରିଫ (ଶୁଳ୍କ) ଲାଗୁ କରିବା

ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଗତକାଲି କହିଛନ୍ତି ଯେ ଦକ୍ଷିଣ କୋରିଆ ଓ ଜାପାନକୁ

ଆସନ୍ତା ୧ ଅଗଷ୍ଟରୁ ତାଙ୍କର ରପ୍ତାନୀ ଉପରେ ୨୫ ପ୍ରତିଶତ ନୂଆ ଟାରିଫ୍ ଦେବାକୁ ପଡ଼ିବ। ସେ ଡଜନେ ଅନ୍ୟ ଦେଶ ବିରୁଦ୍ଧରେ

ଅଧିକ ଟାରିଫ ଉପରେ ପ୍ରତିବନ୍ଧକକୁ ବି ଅଗଷ୍ଟ 1ଯାଏ ବୃଦ୍ଧି କରିଛନ୍ତି । ଏହା କାଲିଠାରୁ ପ୍ରଭାବୀ ହେବା ଥିଲା।

ଦ ନ୍ୟୁୟର୍କ ଟାଇମ୍ସ ର ଖବର

ଅନୁଯାୟୀ, ଏହି ଘୋଷଣା ପରେ ବଜାର ଖସିବାର ଦେଖାଯାଇଛି। ନିବେଶକମାନେ ଏହି ଦରକୁ ଆମେରିକାର

ଦୁଇଟି ସବୁଠାରୁ ବଡ଼ ବ୍ୟବସାୟିକ ଭାଗୀଦାର ପାଇଁ ଉଚିତ ନୁହେଁ ବୋଲି ମାନିଛନ୍ତି।

ଟ୍ରମ୍ପ ଜାପାନ ଓ ଦକ୍ଷିଣ

କୋରିଆ ଉପରେ ଟାରିଫ୍ ଘୋଷଣା କରିବା ପରେ ସୋସିଆଲ୍ ମିଡିଆରେ କେତେକ ପତ୍ର ପୋଷ୍ଟ କରିଛନ୍ତି, ଯେଉଁଥିରେ ଅନ୍ୟ ଦେଶମାନଙ୍କ ପାଇଁ ଉଚ୍ଚ ଟାରିଫ୍ ବିଷୟରେ ଉଲ୍ଲେଖ ଅଛି — ମ୍ୟାନମାର ଓ ଲାଓସ ପାଇଁ ୪୦%, ଦକ୍ଷିଣ ଆଫ୍ରିକା ପାଇଁ ୩୦%, ଓ କଜାଖସ୍ତାନ ଓ ମାଲେସିଆ ପାଇଁ ୨୫%।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande