ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)-ଆସନ୍ତା ସୋମବାର ଅଗଷ୍ଟ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପରବର୍ତୀ ଜନ ଅଭିଯୋଗ ଶୁଣାଣି ସମ୍ପର୍କରେ ଗଣମାଧ୍ୟମ ମାଧ୍ୟମରେ ଜ ସାଧାରଣଙ୍କୁ ଜଣାଇ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା