ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ଘରୋଇ ବସଷ୍ଟାଣ୍ଡ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଘରୋଇ ବସ ମାଲିକ ସଂଘ ତରଫରୁ ବୃକ୍ଷରୋପଣ କରାଯାଇଥିଲା । ଆଜି ବସ ମାଲିକ ମାନେ ୧ ଶହ ବୃକ୍ଷ ରୋପଣ କରିଥିଲେ । ମାଲିକ ସଂଘ ସଭାପତି ବି ସୁଭ୍ରମନ୍ୟୁ, ସାଧାରଣ ସମ୍ପାଦକ ତଥା ପୌର
ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଟିତ


ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ଘରୋଇ ବସଷ୍ଟାଣ୍ଡ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଘରୋଇ ବସ ମାଲିକ ସଂଘ ତରଫରୁ ବୃକ୍ଷରୋପଣ କରାଯାଇଥିଲା । ଆଜି ବସ ମାଲିକ ମାନେ ୧ ଶହ ବୃକ୍ଷ ରୋପଣ କରିଥିଲେ ।

ମାଲିକ ସଂଘ ସଭାପତି ବି ସୁଭ୍ରମନ୍ୟୁ, ସାଧାରଣ ସମ୍ପାଦକ ତଥା ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପ୍ରଶାନ୍ତ ପାଣିଗ୍ରାହୀ, ଏନ ସଙ୍କର ରାଓ, ପବିତ୍ର ପାତ୍ର, ବସନ୍ତ ବିଶ୍ୱାଳ, ଅଶୋକ ମହାପାତ. ଯୋଗା ପାଣିଗ୍ରାହୀ, ପ୍ରକାଶ ପାତ୍ର, ସମ୍ବା ଶିବ ରାଓ, ବିଦ୍ୟା ଧର ପ୍ରଧାନ, ବାବୁଲି ପୁଜାରି, ରାଜେନ୍ଦ୍ର ନାୟକ, ମଧୁ ମୋହନ ବାଘ ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande