ଆସନ୍ତା କାଲି ହେବ ପିଏମ କିଷାନ ବଂଟନ କାର୍ଯ୍ୟକ୍ରମ
କେନ୍ଦୁଝର, ୧ ଅଗଷ୍ଟ (ହି.ସ.) - ଆସନ୍ତା କାଲି ସ୍ଥାନୀୟ ଜୁଡ଼ିଆ ଫାର୍ମ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ପିଏମ୍ କିଶାନ ଯୋଜନାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ୨୦ ତମ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଲାଭାର୍ôଥଙ୍କୁ କିସ୍ତି ପ୍ରଦାନ କରିବେ। ଏହି
ଆସନ୍ତା କାଲି ହେବ ପିଏମ କିଷାନ ବଂଟନ କାର୍ଯ୍ୟକ୍ରମ


କେନ୍ଦୁଝର, ୧ ଅଗଷ୍ଟ (ହି.ସ.) - ଆସନ୍ତା କାଲି ସ୍ଥାନୀୟ ଜୁଡ଼ିଆ ଫାର୍ମ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ପିଏମ୍ କିଶାନ ଯୋଜନାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ୨୦ ତମ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଲାଭାର୍ôଥଙ୍କୁ କିସ୍ତି ପ୍ରଦାନ କରିବେ। ଏହି ଅବସରରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଲାଭାର୍ଥୀଙ୍କୁ କିସ୍ତି ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀଙ୍କ ଠାରୁ ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande