ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ଜଣାଇଲେମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)- ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର୍ ପବିତ୍ର ଜନମ୍ ଦିନ୍ ''ସମ୍ବଲପୁରୀ ଦିନ୍'' ଅବ୍‌ସର୍
ସମ୍ବଲପୁରୀ ଦିନ୍ ର     ଶୁଭେଚ୍ଛା ଜଣାଇଲେମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)- ସମ୍ବଲପୁରୀ ଦିନ୍ ର

ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର୍ ପବିତ୍ର ଜନମ୍ ଦିନ୍ 'ସମ୍ବଲପୁରୀ ଦିନ୍'

ଅବ୍‌ସର୍

ଥି ସମ୍'ଙ୍କୁ ମୋର ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande