ବିଶ୍ୱାଳ ଟ୍ରେଡ୍ ଲିଙ୍କ ପ୍ରାଇଭେଟ ଲିମିଟେଡ଼ରେ ଇଡି ରେଡ
ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)- ବିଶ୍ୱାଳ ଟ୍ରେଡ୍ ଲିଙ୍କ ପ୍ରାଇଭେଟ ଲିମିଟେଡ଼ରେ ଇଡିରେଡ୍ । ବିଶ୍ୱାଳ ଟ୍ରେଡ଼ ଲିଙ୍କ ପ୍ରାଇଭେଟ ଲିମିଟେଡ଼ରେ ଇଡିରେଡ କରିଛି । ଭୁବନେଶ୍ୱରର ତିନୋଟି ସ୍ଥାନରେ ରେଡ କରୁଛି ପ୍ରବର୍ତନ ନିର୍ଦେଶାଳୟ । ନୟାପଲି ବେହେରା ସାହି ଅଫିସ, କୋଳଥିଆରେ ଅଫିସ ଏବଂ ଅନ୍ୟ
ବିଶ୍ୱାଳ ଟ୍ରେଡ୍ ଲିଙ୍କ ପ୍ରାଇଭେଟ ଲିମିଟେଡ଼ରେ ଇଡି ରେଡ


ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)- ବିଶ୍ୱାଳ ଟ୍ରେଡ୍ ଲିଙ୍କ ପ୍ରାଇଭେଟ ଲିମିଟେଡ଼ରେ ଇଡିରେଡ୍ । ବିଶ୍ୱାଳ ଟ୍ରେଡ଼ ଲିଙ୍କ ପ୍ରାଇଭେଟ ଲିମିଟେଡ଼ରେ ଇଡିରେଡ କରିଛି । ଭୁବନେଶ୍ୱରର ତିନୋଟି ସ୍ଥାନରେ ରେଡ କରୁଛି ପ୍ରବର୍ତନ ନିର୍ଦେଶାଳୟ । ନୟାପଲି

ବେହେରା ସାହି ଅଫିସ, କୋଳଥିଆରେ ଅଫିସ ଏବଂ ଅନ୍ୟ

ଏକ ସ୍ଥାନରେ ଚାଲିଛି ଖୋଳତାଡ଼ । ଏହା ସହ କୋଲକାତାରେ ମଧ୍ୟ ରେଡ ଚାଲିଛି । ଫେକ ବ୍ୟାଙ୍କ

ଗ୍ୟାରେଣ୍ଟି ଲିଙ୍କରେ ଚାଲିଛି ଖୋଳ ତାଡ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande