ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)
- ଓଏଏସସାର୍ଥକ ସୌରଭ ମହାପାତ୍ରଙ୍କ
ନାଁରେ ପତ୍ନୀଙ୍କ ଅଭିଯୋଗ ମାମଲା । ମହିଳା ଥାନାରେ ହାଜର ହେଲେ ଓଏଏସସାର୍ଥକ ସୌରଭ ମହାପାତ୍ର । ମହିଳା ଥାନାରେ
ହାଜର ପରେ ତାଙ୍କୁ ପଚରା ଉଚରା କରୁଛି ପୋଲିସ । ନିର୍ଯାତନା ନେଇ ତାଙ୍କ ପତ୍ନୀ ମହିଳା ଥାନାରେ
କରିଥିଲେ ଅଭିଯୋଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା