ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ ପହଞ୍ଚିଲେ, ବିମାନବନ୍ଦରରେ ସ୍ୱାଗତ
ବାରଣାସୀ, ୦୨ ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀକୁ ଏକ ଦିନିଆ ଗସ୍ତରେ ପହଞ୍ଚିଲେ। ବାବତପୁରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ବିମାନରୁ ଅବତରଣ କରିବା ମା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ ପହଞ୍ଚିଲେ, ବିମାନବନ୍ଦରରେ ସ୍ୱାଗତ


ବାରଣାସୀ, ୦୨ ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ କ୍ଷେତ୍ର

ବାରାଣସୀକୁ ଏକ ଦିନିଆ ଗସ୍ତରେ ପହଞ୍ଚିଲେ। ବାବତପୁରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କୁ

ସ୍ୱତନ୍ତ୍ର ବିମାନରୁ ଅବତରଣ କରିବା ମାତ୍ରେ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।ବିମାନସ୍ଥଳରୁପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ଏକ ସ୍ୱତନ୍ତ୍ର ଚପରରେ କଡ଼ା

ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେବାପୁରୀର ବନୌଲିରେ ଆୟୋଜିତ ସାଧାରଣ ସଭା ପାଇଁ ବାହାରିଥିଲେ।

ଏହା ତାଙ୍କର କାଶୀର ୫୧ତମ ଗସ୍ତ, ଯାହା ପାଇଁ ସହର

ଏବଂ ଗ୍ରାମାଞ୍ଚଳରେ ପ୍ରବଳ ଉତ୍ସାହ ଦେଖାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande