ପ୍ରୟାଗରାଜ ୨ ଅଗଷ୍ଟ-ଆଲ୍ଲାହାବାଦ ହାଇକୋର୍ଟରେ ଶ୍ରୀକୃଷ୍ଣ
ଜନ୍ମଭୂମି-ଶାହୀ ଇଦଗାହ ବିବାଦ ମାମଲାରେମୁସଲିମ ପକ୍ଷ କେବଳ
ପ୍ରତିନିଧିତ୍ୱ ପରେ ଭଗବାନ ଶ୍ରୀକୃଷ୍ଣ ବିରାଜମାନ ଏବଂ ଅନ୍ୟ ଚାରି ଜଣ (୧୭/୨୦୨୩) ରେ ଶୁଣାଣି
କରିବା ଏବଂ ଅନ୍ୟ ୧୭ ମାମଲା ସ୍ଥଗିତ ରଖିବା ପାଇଁ ଏକ ଆବେଦନ ଦାଖଲ କରିଛନ୍ତି। ଏହି ଆବେଦନ
ଶାହୀ ଇଦଗାହ ପରିଚାଳନା କମିଟିର ସମ୍ପାଦକ ଅଧିବକ୍ତା ତନବୀର ଅହମ୍ମଦ ତାଙ୍କ ଅଧିବକ୍ତାଙ୍କ
ମାଧ୍ୟମରେ ଦାଖଲ କରିଛନ୍ତି।ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ସମ୍ବନ୍ଧୀୟ ଅନେକ ଭକ୍ତ ଏବଂ ସଂଗଠନ
୧୮ଟି ପୃଥକ ମାମଲା ଦାୟର କରିଛନ୍ତି। ୧୮ ଜୁଲାଇ୨୦୨୫ ପରେ, ନମ୍ବର-୧୭କୁ ପ୍ରତିନିଧିତ୍ୱ ମାମଲା କରିବା ପାଇଁ
ଆବେଦନକୁ ଗ୍ରହଣ କରିଛନ୍ତି। ମାମଲାରେବର୍ତ୍ତମାନ ମୁସଲିମ
ପକ୍ଷ କେବଳ ପ୍ରତିନିଧିତ୍ୱ ମାମଲା ଶୁଣାଣି କରିବା ପାଇଁ ଏକ ଆବେଦନ ଦାଖଲ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା