ଉତର ରେଲୱେ ୯ ଟ୍ରେନ୍‌କୁ କଲା ସର୍ଟ ଟର୍ମିନେଟେଡ ଏବଂ ୭କୁ ସର୍ଟ ଓରିଜିନେଟେଡ
ନୂଆଦିଲ୍ଲୀ, ୦୨ ଅଗଷ୍ଟ(ହି.ସ.) – ଉତର ରେଲୱେ ଶନିବାର ଦିନ ସୂଚନା ଦେଇଛନ୍ତି ଯେ ଅମ୍ବାଲା କ୍ୟାଂଟ-ଦୌଲତପୁର ଚୌକ ଟ୍ରେନକୁ ରଦ୍ଦ କରାଯାଇଥିବାବେଳେ ୯ ଟ୍ରେନ୍‌କୁ ନିର୍ଦ୍ଧାରିତ ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ସମାପ୍ତ(ସର୍ଟ ଟମିନେଟେଡ) ଏବଂ ସାତକୁ ନିର୍ଦ୍ଧାରିତ ଷ୍ଟେସନ ପୂର୍ବରୁ ପ୍ରାରମ୍ଭ(ସର୍ଟ ଓରିଜିନେ
ଉତର ରେଲୱେ ୯ ଟ୍ରେନ୍‌କୁ କଲା ସର୍ଟ ଟର୍ମିନେଟେଡ ଏବଂ ୭କୁ ସର୍ଟ ଓରିଜିନେଟେଡ


ନୂଆଦିଲ୍ଲୀ, ୦୨ ଅଗଷ୍ଟ(ହି.ସ.) – ଉତର ରେଲୱେ ଶନିବାର ଦିନ ସୂଚନା ଦେଇଛନ୍ତି ଯେ ଅମ୍ବାଲା କ୍ୟାଂଟ-ଦୌଲତପୁର ଚୌକ ଟ୍ରେନକୁ ରଦ୍ଦ କରାଯାଇଥିବାବେଳେ ୯ ଟ୍ରେନ୍‌କୁ ନିର୍ଦ୍ଧାରିତ ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ସମାପ୍ତ(ସର୍ଟ ଟମିନେଟେଡ) ଏବଂ ସାତକୁ ନିର୍ଦ୍ଧାରିତ ଷ୍ଟେସନ ପୂର୍ବରୁ ପ୍ରାରମ୍ଭ(ସର୍ଟ ଓରିଜିନେଟେଡ) କରାଯାଇଛି।

ଉତର ରେଲୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ଯାତ୍ରା ପୂର୍ବ ସମ୍ବନ୍ଧିତ ଟ୍ରେନ୍‌ର ସ୍ଥିତିର ସୂଚନା ରେଲୱେର ଆଧିକାରୀକ ୱେବସାଇଟ ବା ହେଲ୍ପଲାଇନ୍ ନମ୍ବରରୁ ପ୍ରାପ୍ତ କରନ୍ତୁ।

ଉତର ରେଲୱେ ଅନୁଯାୟୀ, ଅମ୍ବାଲା କ୍ୟାଂଟରୁ ଦୌଲତପୁର ଚୌକ ଯାଉଥିବା ଟ୍ରେନ୍ ନମ୍ବର ୭୪୯୯୧କୁ ୨ ଅଗଷ୍ଟ ପାଇଁ ରଦ୍ଦ କରିଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande