କାଲି ମିଳିବ ସିଏମ୍‌-କିଷାନର ତୃତୀୟ କିସ୍ତି
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.)-ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍‌-କିଷାନର ତୃତୀୟ କିସ୍ତି ଟଙ୍କା। ନୂଆଁଖାଇ ଅବସରରେ ଆସନ୍ତା କାଲି (ବୁଧବାର) ସକାଳ ୧୦:୩୦ ଘଟିକା ସମୟରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ମୁଖ୍ୟମନ୍ତ୍ରୀ ସିଏମ୍‌-କିଷାନର ତୃତୀୟ କିସ୍ତି ପ୍ରଦାନ କରିବେ। ----------
କାଲି ମିଳିବ ସିଏମ୍‌-କିଷାନର ତୃତୀୟ କିସ୍ତି


ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.)-ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍‌-କିଷାନର ତୃତୀୟ କିସ୍ତି ଟଙ୍କା। ନୂଆଁଖାଇ ଅବସରରେ ଆସନ୍ତା କାଲି (ବୁଧବାର) ସକାଳ ୧୦:୩୦ ଘଟିକା ସମୟରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ମୁଖ୍ୟମନ୍ତ୍ରୀ ସିଏମ୍‌-କିଷାନର ତୃତୀୟ କିସ୍ତି ପ୍ରଦାନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande