ବିଜେଡି ଛାଡିଲେ ଚନ୍ଦ୍ରକାନ୍ତ ଖଣ୍ଡାଇ
କୋରେଇ, ୨୬ ଅଗଷ୍ଟ (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ଗୋଳିପୁର ପଂଚାୟତର ଅଦ୍ୱିତୀୟ ଯୁବନେତା ଆଇନଜିବୀ ଚନ୍ଦ୍ରକାନ୍ତ ଖଣ୍ଡାଇ ବିଜେଡି ଛାଡିଛନ୍ତି । ଗତ ୨୦୨୪ ନର୍ବାଚନରେ କଂଗ୍ରେସରୁ ଆସି ତାଙ୍କୁ ବିଜେଡି ଦଳରେ ସମାିଲ କରାଯାଇଥିଲା । କୋରେଇକୁ ବିକାଶ ବଦଳରେ ଳୁଣ୍ଠନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ନେ
ବିଜେଡି ଛାଡିଲେ ଚନ୍ଦ୍ରକାନ୍ତ ଖଣ୍ଡାଇ


କୋରେଇ, ୨୬ ଅଗଷ୍ଟ (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ଗୋଳିପୁର ପଂଚାୟତର ଅଦ୍ୱିତୀୟ ଯୁବନେତା ଆଇନଜିବୀ ଚନ୍ଦ୍ରକାନ୍ତ ଖଣ୍ଡାଇ ବିଜେଡି ଛାଡିଛନ୍ତି । ଗତ ୨୦୨୪ ନର୍ବାଚନରେ କଂଗ୍ରେସରୁ ଆସି ତାଙ୍କୁ ବିଜେଡି ଦଳରେ ସମାିଲ କରାଯାଇଥିଲା । କୋରେଇକୁ ବିକାଶ ବଦଳରେ ଳୁଣ୍ଠନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ବବିବାବୁ ଓ ଲଲ ବାବୁ କାର୍ଯ୍ୟକରୁଥିବା ଓ ବିଭିନ୍ନ ପଂଚାୟତରେ ଅନାମଧେୟଙ୍କୁ ସଭାପତି କରିବା ଦେଖି ଶ୍ରୀ ଖଣ୍ଡାଇ ଅତିଷ୍ଠ ହୋଇ ଦଳରୁ ଇସ୍ତାପା ଦେଇଥିା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande