ଗଞ୍ଜାମ ଜିଲ୍ଲାରେ ବଜ୍ରପାତରେ ତିନିଜଣ ମହିଳାଙ୍କ ମୃତ୍ୟୁ
ଗଞାମ, ୨୬ ଅଗଷ୍ଟ (ହି.ସ.) - ସରଭୀମପୁର ରାଉଳ ବଂଧ ନିକଟରେ ବିଲରେ କାମକରୁଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତରେ ନଣଂଦ ଭାଉଜକଂ ସମେତ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande