କମନୱେଲ୍ଥ ୱେଟଲିଫ୍ଟିଂ ଚାମ୍ପିୟନସିପ 2025ରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରୀତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କମନୱେଲ୍ଥ ୱେଟଲିଫ୍ଟିଂ ଚାମ୍ପିୟନସିପ 2025ରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରୀତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଗୁଜୁରାଟର
କମନୱେଲ୍ଥ ୱେଟଲିଫ୍ଟିଂ     ଚାମ୍ପିୟନସିପ 2025ରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରୀତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଭାତି     ପରିଡା


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କମନୱେଲ୍ଥ ୱେଟଲିଫ୍ଟିଂ ଚାମ୍ପିୟନସିପ 2025ରେ ସ୍ୱର୍ଣ୍ଣ

ପଦକ ଜିତିଥିବା ପ୍ରୀତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଗୁଜୁରାଟର

ଅହମ୍ମଦବାଦରେ ଆୟୋଜିତ କମନଓ୍ୱେଲଥ୍ ଭାରୋତ୍ତୋଳନ ଚାମ୍ପିୟନସିପ୍ –

2025 ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ

କରି ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ଢେଙ୍କାନାଳର ପ୍ରତିସ୍ମିତା ଭୋଇଙ୍କୁ ଅନେକ ଅନେକ ଶୁଭେଚ୍ଛା

ଓ ଅଭିନନ୍ଦନ ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର

କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande