ବିଭିନ୍ନ ପାନ ଦୋକାନ ଉପରେ ରେଡ୍, ମାଦକ ଦ୍ରବ ଜବତ
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ବିଭିନ୍ନ ପାନ ଦୋକାନରୁ ଗୋଗୋ ପ୍ୟାକେଟ ଜବତ ସହ ମାଦକ ଦ୍ରବ୍ୟ ମଧ୍ୟ ଜବତ କରିଛି ଏସଟିଏଫ । ଡ୍ରଗ୍ସ କଣ୍ଟ୍ରୋଲ ଏବଂ ଏସଟିଏଫ ଟିମ ମିଳିତ ଚଢ଼ାଉ କରିଥିଲେ । 3ଜଣ ଦୋକାନୀଙ୍କୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ଆଗକୁ
ବିଭିନ୍ନ ପାନ ଦୋକାନ     ଉପରେ ରେଡ୍, ମାଦକ ଦ୍ରବ ଜବତ


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ବିଭିନ୍ନ ପାନ ଦୋକାନରୁ ଗୋଗୋ ପ୍ୟାକେଟ ଜବତ ସହ ମାଦକ

ଦ୍ରବ୍ୟ ମଧ୍ୟ ଜବତ କରିଛି ଏସଟିଏଫ । ଡ୍ରଗ୍ସ କଣ୍ଟ୍ରୋଲ ଏବଂ ଏସଟିଏଫ ଟିମ ମିଳିତ ଚଢ଼ାଉ

କରିଥିଲେ । 3ଜଣ ଦୋକାନୀଙ୍କୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ଆଗକୁ

ମଧ୍ୟ ଏହିଭଳି ରେଡ ପ୍ରକ୍ରିୟା ଜାରି ରହିବ ବୋଲି ଅଧିକାରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande