ବୌତରଣୀ ନଦୀର ବନ୍ୟାପାଣି କମୁଛି; ବିପନ୍ନଙ୍କ ଦୁଦ୍ଦର୍ଶା ବଢୁଛି, ୪ଦିନ କ୍ଷେତ ଓ ପଥରୁ ଖସୁନି ପାଣି, ଉଜୁଡିବ ଶହଶହ ଏକର ସାରଦା ଧାନତଳି
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ବୈତରଣୀ ନଦେୀର ଦେଖା ଦେଇଥିବା ବନ୍ୟା କମୁଥେôଲ ମଧ୍ୟ ବଢୁଛି ବିପନ୍ନଙ୍କ ଦୁଦର୍ଶା । ଚାନ୍ଦବାଲି ବ୍ଲକର ୪ ପଂଚାୟତେର ବନ୍ୟା ସ୍ଥିତିର ସାମାନ୍ୟ ସୁଧାର ଆସିଥେôଲ ମଧ୍ୟ ଏବେବି ୩ଟି ରାସ୍ତୋର ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଂଚାୟତର ୧୪ ଗାଁ ବାହ
BAITARANI BANYA PANI KAMUCHI


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ବୈତରଣୀ ନଦେୀର ଦେଖା ଦେଇଥିବା ବନ୍ୟା କମୁଥେôଲ ମଧ୍ୟ ବଢୁଛି ବିପନ୍ନଙ୍କ ଦୁଦର୍ଶା । ଚାନ୍ଦବାଲି ବ୍ଲକର ୪ ପଂଚାୟତେର ବନ୍ୟା ସ୍ଥିତିର ସାମାନ୍ୟ ସୁଧାର ଆସିଥେôଲ ମଧ୍ୟ ଏବେବି ୩ଟି ରାସ୍ତୋର ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଂଚାୟତର ୧୪ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି। ୫ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ୫ଦିନ ହେଲା ଭୋକ ଉପାସେର ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ ନଦୀବନ୍ଧର ଆଶ୍ରୟ ନେଇଛନ୍ତି। ବେିଶଷକରି ବୈତରଣୀ ନଦୀ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବୋଡକ ଠୋର କୂଳ ଲଘିଂବାରୁ ୧କିମି ରାସ୍ତା ଧୋଇ ନେଇଛି। ତାହାସହ ଆରଡି ବସଷ୍ଟାଣ୍ଡ ନିକଟ ପାନ୍ଥନିବାସ ପାଖେର ଜାତୀୟ ରାଜପଥର କଲଭର୍ଟ ଦବିଯିବାରୁ ଏକ ବଡ଼ ଗର୍ତ ସୃଷ୍ଟି ହୋଇଛି। ଚାନ୍ଦବାଲି ବିଧାୟକ ବ୍ୟୋମେକଶ ରାୟ ବ୍ଲକର ତଳିଆ ଅଂଚଳେର ବିପନ୍ନଙ୍କୁ ଭେଟି ଭଲମନ୍ଦ ବୁଝିଛନ୍ତି। ସେହିପରି ଜିଲା ପ୍ରଶାସନ ଅଧିକାରୀ ବନ୍ୟାଂଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳବନ୍ଦି ହୋଇ ରହିଥିବା ବିପନ୍ନ ମାନଙ୍କ ପାଇଁ ରନ୍ଧାଖାଦ୍ୟ ପାଣି ଛାଡିବା ଯାଏଁ ଯୋଗାଇ ଦେବାକୁ କହିଛନ୍ତି ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

--------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande