ଭଦ୍ରକ ଜିଲ୍ଲାରରେ ଗଣପତି ବାବାଙ୍କ ପେୂଜାତ୍ସବ ପାଳିତ
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଆଜି ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗେଣଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନେର ବେଶ୍ ଧୁମ୍‌ଧାମେର ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟେର ଲଣ୍ଡନ କିଡସ୍‌, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ, ବରପଦା ବୈଷୟିକ ମହାବିଦ
BHADRAK RE GANAPATI PUJA 2025


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଆଜି ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗେଣଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନେର ବେଶ୍ ଧୁମ୍‌ଧାମେର ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟେର ଲଣ୍ଡନ କିଡସ୍‌, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ, ବରପଦା ବୈଷୟିକ ମହାବିଦ୍ୟାଳୟ , ମୋକାେଓର୍୍ୱବ୍ େଟେକ୍ନୋଲାଜି , ରୟାଲ ଆବାସିକ ମହାବିଦ୍ୟାଳୟ, ଚରମ୍ପା ଅବନ୍ତିକା କେଲଜ, ବିନାୟକ ମହାବିଦ୍ୟାଳୟ, ପ୍ରେସେିଡନ୍ସି ମହାବିଦ୍ୟାଳୟ, ସାଳନ୍ଦୀ ରେସେିଡଂଟିଆଲ, ଆରିହାଂଟ ଏକୋଡମୀ, ଭଦ୍ରକ ଡାକ ମଣ୍ଡଳ ସେମତ ଜିଲ୍ଲା ସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ, ବାଘୁରାଇ ସ୍କୁଲ , ଏନ୍ସି ହାଇସ୍କୁଲ, ଆରସିବିଏଲ୍ ହାଇସ୍କୁଲ, ଚରମ୍ପା ବାଲିକା ବିଦ୍ୟାଳୟ, ନୂଆବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଳୟ, ସନସାଇନ୍ ସ୍କୁଲ, ସତ୍ୟସାଇ ବିଦ୍ୟା ବିହାର ଏବଂ ଚମ୍ପ୍ୟାୟନ କ୍ଲବ, ଟାଉନ୍ ହଲ ଛକ, ଭଦ୍ରକ ବ୍ଲକ୍ କେଲାନୀ, ଡିଗି ସାହିର ଫ୍ରେଣ୍ଡସ୍ କ୍ଲବ୍‌, ବଙ୍କସାହି ଯୁବକ ସଂଘ କ୍ଲବ୍‌, ହିନ୍ଦୁସ୍ଥାନ ସମାଚାର ଅଫିସ୍‌, ଲୋକନାଥ ମନ୍ଦିର, ଦକ୍ଷିଣଶ୍ୱର କାଳୀ ମନ୍ଦିର ଗଣେଶ, ମଣିସାହି ୟୁଥ୍ କ୍ଲବ୍‌, ଭଦ୍ରକ ଠିକାଦାର ସଂଘ ଭଳି ବିଭିନ୍ନ ସ୍ଥାନେର ଶ୍ରୀଗେଣଶଙ୍କ ପୂଜା ଉତ୍ସବ ଶଙ୍ଖ ଓ ଘଂଟଣ୍ଟଧ୍ୱନି ମଧ୍ୟେର ଆରମ୍ଭ ହୋଇଛି । ମାକ୍ରେୱେବ୍ େଟେକ୍ନୋଲାଜିର ନେିଦ୍ଦର୍ଶିକା ନମ୍ରତ ରାୟ, ପରିଚାଳନା ନେିଦ୍ଦର୍ଶକ ମେନାଜ ରାୟଙ୍କ ସେମତ ଛାତ୍ରଛାତ୍ରୀମାନଙ୍କ ମଧ୍ୟେର ବେଶ୍ ଉତ୍ସାହର ସହ ବିଘ୍ନ ବିନାଶକଙ୍କ ପେୂଜାତ୍ସବ ପାଳିତ ହୋଇଛି। ନୂଆ ବଜାର ସ୍ଥିତ ମଂଜୁଳ ମଂଜରୀ ସରସ୍ୱତୀ ଶିଶୁମନ୍ଦିରେର ଗୁରୁଜୀ-ଗୁରୁମାଙ୍କ ଗହଣେର ଏହି ପେୂଜାତ୍ସବକୁ ବେଶ୍ ଯାକଜମକେର ପାଳନ କରିଛନ୍ତି। ସେହିପରି ଆମ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରାଙ୍ଗଣେର ଥିବା ବାବା ବୁଢା ଗେଣଶଙ୍କ ପୂଜା ମଣ୍ଡପେର ବିଧି ବିଧାନ ଅନୁଯାୟୀ ପୂଜାଚ୍ଚର୍ନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେର ଶହ ଶହ ବଷର୍ର ପରମ୍ପରା ଅନୁଯାୟୀ ୧୦୮ ଭୋଗ ଥାଳି ଲାଗି ହୋଇଥିଲା। ସନ୍ଧ୍ୟୋର ଷୋଡଶ ଉପଚାର ପୂଜା ଓ ହୋମ ସଂପନ୍ନ ହେବାପେର ବଡ ଆଳତୀ ଅନୁଷ୍ଠିତ ହୋଇଥିଲା। ଶିବଗଙ୍ଗା ପୁଷ୍କରଣୀ କୂଳେର ଗଜାନନ କମିଟି ପକ୍ଷରୁ ମଧ୍ୟ ଅଗ୍ରପୂଜ୍ୟ ଗେଣଶଙ୍କ୍‌ୁ ଆରାଧନା କରାଯାଇଛି। ଭଦ୍ରକର ପୂବର୍ତନ ବିଧାୟକ ଯୁଗଳ କେିଶାର ପ...ନାୟକଙ୍କ ଭଦ୍ରକ ବାସଭବନେର ଅୋୟାଜିତ ଶ୍ରୀଗଣେଶ ପୂଜା ଓ ବନ୍ଧୁ ମିଳନ ଉତ୍ସବେର ବିଭିନ୍ନ ବଗର୍ର ବ୍ୟକ୍ତିବେିଶଷ ଯୋଗ ଦେଇଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande