ଭଦ୍ରକେର ପ୍ରସିଦ୍ଧ ବୁଢ଼ା, ଟୋକା, ପିଲା, କାଂଚନ, ଛୁଆ, କୁନି ଗେଣଶ ଓ ସିଦ୍ଧି ବିନାୟକଙ୍କ ପେୂଜାତ୍ସବ
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଚଳିତବର୍ଷ ଧୁମ୍‌ଧାମେର ପାଳିତ ହୋଇଛି ଭଦ୍ରକର ପ୍ରସିଦ୍ଧ ବୁଢା, ଟୋକା, ପିଲା, କାଂଚନ, ଛୁଆ ଓ କୁନି ଗେଣଶଙ୍କ ପେୂଜାତ୍ସବ। ଆଜିର ଦିନେର ସମଗ୍ର ଭାରତବର୍ଷ ଶ୍ରୀ ଗଣପତିଙ୍କ ଆଗମନ ହୋଇଥିବୋବେଳ ଭଦ୍ରକର ଉଭୟ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟର ଲୋକଙ୍କ ମଧ୍ୟେର ଭାଇଚାରାର ସଂପର
BUDHA, TOKA, PILA, CHUA, KUNI, KANCHAN GANESH PUJA 2025


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଚଳିତବର୍ଷ ଧୁମ୍‌ଧାମେର ପାଳିତ ହୋଇଛି ଭଦ୍ରକର ପ୍ରସିଦ୍ଧ ବୁଢା, ଟୋକା, ପିଲା, କାଂଚନ, ଛୁଆ ଓ କୁନି ଗେଣଶଙ୍କ ପେୂଜାତ୍ସବ। ଆଜିର ଦିନେର ସମଗ୍ର ଭାରତବର୍ଷ ଶ୍ରୀ ଗଣପତିଙ୍କ ଆଗମନ ହୋଇଥିବୋବେଳ ଭଦ୍ରକର ଉଭୟ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟର ଲୋକଙ୍କ ମଧ୍ୟେର ଭାଇଚାରାର ସଂପର୍କ ଯୋଡିରଖିଥିବା ମୋଗଲ ସମୟର ପ୍ରସିଦ୍ଧ ବୁଢ଼ା ଗେଣଶ ନିରାଡମ୍ବର ପୂଜା ସହିତ ଟୋକା ଓ ପିଲା ଗେଣଶ ପୂଜନର ଉଦୀପନା ସହରବାସୀଙ୍କ ହୃଦୟେର ଉନ୍ମାଦନା ସୃଷ୍ଟି କରିଛି। ଏହି ତିନି ଗେଣଶଙ୍କ ମଧ୍ୟରୁ ମୋଗଲ ସମୟର ବୁଢା ଗେଣଶଙ୍କ ଇତିହାସ ବେଶ୍ ଚର୍ଚ୍ଚିତ। ଯାହା କେଉଁ ଆବହମାନ କାଳରୁ ଏ ମାଟିର ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ଏକତାର ମହାମନ୍ତ୍ରେର ବାନ୍ଧି ରଖିଛି। ଯାହା ଅନ୍ୟତ୍ର ବିରଳ । ଭଦ୍ରକ ସହରର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ଭୋବ ଏକଦା ପରିଚିତ ପୁରୁଣା ବଜାର ଅଂଚଳର ଏହି ବୁଢ଼ା ଗେଣଶଙ୍କ ପୂଜନର ଇତିହାସ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ବର୍ଷ ବୋଲି େ‘ବାଇତ ଯୁଗର ବୁଢ଼ା ଗେଣଶ’ ପୁସ୍ତକରୁ ଜଣାଯାଏ। ଏକଦା ଏହି ମାଟିର ସାଧବମୋନ ନିଜ ବାଣିଜ୍ୟ ବ୍ୟବସାୟର ଯାତ୍ରା କରିବା ପୂବର୍ରୁ ଏହି ବୁଢ଼ାଗେଣଶଙ୍କୁ ପ୍ରତଷ୍ଠା କରି କୁଶଳେର ଫେରିବାର କାମନା କରୁଥେôଲ। ପୁରୁଷାନୁକ୍ରେମ ସେହି ସମୟରୁ ଏ ଅଂଚଳର ଉଭୟ ହିନ୍ଦୁ ଓ ମୁସଲମାନମୋନ ଏହି ଦେବତାଙ୍କୁ ପ୍ରତିବର୍ଷ ପ୍ରତିଷ୍ଠାକରି ପାରମ୍ପରିକ ରୀତେିର ପୂଜାକରି ଆସୁଛନ୍ତି। ଏଥେôର ଜାତି, ଧମ,ର୍ ବର୍ଣ୍ଣ ନିବିର୍ଶେଷେର ସମେସ୍ତ ନିଜ ନିଜର ମାନସିକ ନଡ଼ିଆ ରଖି ବୁଢ଼ାଗେଣଶଙ୍କୁ ମନସ୍କାମନା ପୂରଣର କାମନା କରନ୍ତି ବୋଲି ଉଭୟ ସମ୍ପ୍ରଦାୟର ବିଶ୍ୱାସ ରହିଛି। ପ୍ରେତ୍ୟକ ବର୍ଷ ଶ୍ରୀଗେଣଶ ତିଥେôର ଏହି ମୂର୍ତି ନିର୍ମାଣ ହୋଇ ମାସାଧିକ କାଳ ନିଜ ଆସ୍ଥାନେର ପୂଜାପାଇ ସାଳନ୍ଦୀ ନଦୀର ଆଶ୍ରମ ଘାଟେର ବିସଜିର୍ତ ହୋଇଥାନ୍ତି। ପ୍ରବାଦ ଅଛି ଭସାଣେିବେଳ ବୁଢ଼ାଗେଣଶଙ୍କ କାନେର ଯିଏ ଯାହା ମନାସୀ ଥାଏ, ତାହା ପୂରଣ ହୁଏ। ବୁଢ଼ାଗେଣଶଙ୍କର ବେିଶଷତ୍ୱ ଏହା ଯେ ମାସାଧିକକାଳ ପୂଜା ପାଇବା ଠାରୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ସମସ୍ତ ବ୍ୟୟଭାର ଭକ୍ତଙ୍କ ମାନସିକ ଦାନଅଥର୍ରେ ସଂପନ୍ନ ହୋଇଥାଏ। ଏବଂ ଏହି ମୂତିର୍ର ଢାଂଚାଞ୍ଚା ଆରମ୍ଭରୁ ଆଜିପର୍ଯ୍ୟନ୍ତ ଅପରିବତିର୍ତ ରହିଛି। ଏହା ବିଭିନ୍ନ ସମୟେର େଅନକ ଶିଳ୍ପୀଙ୍କ ଦ୍ୱାରା ନିର୍ମାଣ ହୋଇଆସୁଥେôଲ ମଧ୍ୟ ଠାକୁରଙ୍କ ମହିମାରୁ ମୂଳମୂତିଙ୍ର୍କର କୌଣସି ପରିବତର୍ନ ଆଜିପର୍ଯ୍ୟନ୍ତ ହୋଇନାହିଁ ବୋଲି କହନ୍ତି ପୂଜା କମିଟିର ସଭାପତି । ଅନୁରୂପ ପୁରୁଣା ବଜାର ଅଂଚଳର େକେତକ ଶ୍ରଦ୍ଧାଳୁ ବ୍ୟକ୍ତି ୧୯୭୦ ମସିହାରୁ ଆରମ୍ଭ କରିଥିବା ଟୋକାଗେଣଶଙ୍କ ପୂଜା ମଧ୍ୟ ଆଜିି ବେଶ୍ ଉତ୍ସାହ ଉଦୀପନା ମଧ୍ୟେର ଆରମ୍ଭ ହୋଇଛି। ଏହି ମୂତିର୍ର ବେିଶଷତ୍ୱ ଏହା ଯେ ଏହାର ମେଢ଼ଟି ସଂପୂର୍ଣ୍ଣ ଚାନ୍ଦେିର ତିଆରି। େତେବ ଏହାର ପୂଜା ଓ ଭଷାଣି ବୁଢାଗେଣଶଙ୍କ ଭଳି ମାସାଧିକ ଧରି ପାଳିତ ହେଉଛି ବୋଲି କହନ୍ତି ପୂଜା କମିଟିର ସଭାପତି । କେବଳ ଏହି ଦୁଇ ଗେଣଶ ନୁହଁନ୍ତି ସ୍ଥାନୀୟ କୁଆଁସ ଗ୍ରାମସ୍ଥିତ ମେୁକ୍ତଶ୍ୱର କ୍ଲବ୍‌ର େକେତକ ଯୁବକଙ୍କ ଦ୍ୱାରା ୨୦୦୭ ମସିହାରୁ ପାଳିତ ହୋଇଆସୁଥିବା ପିଲାଗେଣଶ ମଧ୍ୟ ମାସାଧିକକାଳ ପୂଜା ପାଇ ବେଶ୍ ଯାକଯମକେର ବିସଜିର୍ତ ହୋଇଆସୁଛି ବୋଲି କହନ୍ତି ସଭାପତି ଓ ସଂପାଦକ । ସେହିଭଳି କୁଆଁସସ୍ଥିତ ସୁଇପର କେଲାନୀ ଠୋର ଛୁଆ ଗେଣଶ ଓ କୁଆଁସ ଯେନାସାହେିର କୁନି ଗେଣଶ ପୂଜା ବେଶ୍ ଧୁମ୍‌ଧାମେର ପାଳିତ ହୋଇଆସୁଛି। ଅନୁରୂପ କୁଆଁସର କାଂଚନ ଗେଣଶ ଦୀଘର୍ବର୍ଷ ଧରି ପୂଜାପାଇଆସୁଥିବୋବେଳ ଚଳିତବର୍ଷ ବେଶ୍ ଧୁମ୍‌ଧାମଳେର ପାଳିତ ହେଉଥିବାର କମିଟିର ସଭାପତି ଓ ସଂପାଦକ ସୂଚନା ଦେଇଛନ୍ତି। ସେହିଭଳି କୁଆଁସସ୍ଥିତ ସିଦ୍ଧି ବିନାୟକ ସ୍ଥାୟୀ ମନ୍ଦିରେର ମଧ୍ୟ ଏହି ପେୂଜାତ୍ସବ ବେଶ୍ ଧୁମଧାମେର ପାଳିତ ହୋଇଛି। େତେବ ସିଦ୍ଧି ବିନାୟକଙ୍କୁ ଛାଡି ଅନ୍ୟ ଛଅଟି ଗେଣଶଙ୍କ ପୂଜନ ପାଇଁ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗେର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଜିଲା ଆରକ୍ଷୀ ଅଧୀକ୍ଷକ ମେନାଜ ରାଉତ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

--------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande