ଲଗାଣ ବର୍ଷାରେ ଜୟପୁର ତହିସିଲ ଅଧିନରେ ୧୭ ଟି ଘର ଆଂଶିକ ଘର ଭାଙ୍ଗି ଥିବା
ଜୟପୁର, 27 ଅଗଷ୍ଟ (ହି.ସ.)ଲଗାଣ ବର୍ଷାରେ ଜୟପୁର ତହିସିଲ ଅଧିନରେ ୧୭ ଟି ଘର ଆଂଶିକ ଭାଙ୍ଗି ଥିବା ଜଣାଯାଇଛି । ଏନେଇ ଆଜି ଜୟପୁର ତହିଲଦାର ସବ୍ୟ ସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ରାସ୍ୱଜ ସୁପର ଭାଇଜର ହରି ହର ଶତପଥି ଉପସ୍ଥିତ ରହି ତ୍ୟ ସଂଗ୍ରହ କରିବା ସହ ପୋଲିଥିନ
ଲଗାଣ ବର୍ଷାରେ ଜୟପୁର ତହିସିଲ ଅଧିନରେ  ୧୭ ଟି ଘର ଆଂଶିକ ଘର ଭାଙ୍ଗି ଥିବା


ଜୟପୁର, 27 ଅଗଷ୍ଟ (ହି.ସ.)ଲଗାଣ ବର୍ଷାରେ ଜୟପୁର ତହିସିଲ ଅଧିନରେ ୧୭ ଟି ଘର ଆଂଶିକ ଭାଙ୍ଗି ଥିବା ଜଣାଯାଇଛି । ଏନେଇ ଆଜି ଜୟପୁର ତହିଲଦାର ସବ୍ୟ ସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ରାସ୍ୱଜ ସୁପର ଭାଇଜର ହରି ହର ଶତପଥି ଉପସ୍ଥିତ ରହି ତ୍ୟ ସଂଗ୍ରହ କରିବା ସହ ପୋଲିଥିନ ପ୍ରଦାନ କରିଥିଲ । କେବିଡିର ବୁନୁ କାଡ୍ରାକା ସିଗିଂବନ୍ଧର ଉଦ୍ଧବ ବୈପାରି , ଭାଜିଗୁଡା ପୁଣ୍ଣ ଚନ୍ଦ୍ର ଗୌଡ ହାଟପଦା ରାମ ଚନ୍ଦ୍ର ଖରା, ବୈରାଗିମଠର ଗୋରି ବିଷୋୟୀ, ବାପୁଜି ନଗରର ଅମ୍ବିକା ଖରା , ଭାଜିଗୁଡା ଗୋରି ମଣି ହରିଜନ, ଖଡପାର ମୁଦି ଭତ୍ରା, ନୁଆପୁଟର ଡମ୍‌ୁ ପରାଜ, ହାଟପାଦାର ସୁବାସ ଖରା, ବାପୁଜି ନଗରର କୋମୁ ଖରା, ପଲକାପୁଟ ରିନା ପରଜା, ବାପୁଜି ନଗରର ହାଡି ଖରା, ପଲକାପୁଟର ଜୟନ୍ତି ବାଘ , ବିଜୁ ରାଜନଗର ଏମଡି ଫାୟାତ ଘର ଭାଙ୍ଗିଥିବା ଜଣାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande