ଆଇନ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, ୨୭ ଅଗଷ୍ଟ (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ତତ୍ୱାବଧାନରେ ପୁଇଁତାଲା ତହସିଲ କାର୍ଯ୍ୟାଳୟରେ ମାନ୍ୟବର ସବୋର୍ଚ୍ଚ ନିୟ୍ୟାଳୟଙ୍କର ବିଚାରକୁ କୃତିମ ବୁଦ୍ଧି ମାଧ୍ୟମରେ ଆଂଚଳିକ ଭାଷାରେ ଅନୁ
ଆଇନ ସଚେତନତା କାର୍ଯ୍ୟକ୍ରମ


ବଲାଙ୍ଗିର, ୨୭ ଅଗଷ୍ଟ (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ତତ୍ୱାବଧାନରେ ପୁଇଁତାଲା ତହସିଲ କାର୍ଯ୍ୟାଳୟରେ ମାନ୍ୟବର ସବୋର୍ଚ୍ଚ ନିୟ୍ୟାଳୟଙ୍କର ବିଚାରକୁ କୃତିମ ବୁଦ୍ଧି ମାଧ୍ୟମରେ ଆଂଚଳିକ ଭାଷାରେ ଅନୁବାଦନ ଏବଂ ମାନ୍ୟବର ଉଚ୍ଚ ନିୟ୍ୟାଳୟ ଓଡିଶା ଠଉ ଜଙ୍କକ୍ଷରଗ୍ଦ, ଇଊଜ ଜଙ୍କକ୍ଷରଗ୍ଦ, ଗରୟସବଗ୍ଧସକ୍ଟଦ୍ଭ ଜଙ୍କକ୍ଷର ୨୦୦୭, ଚଙଝଐ ଇମଗ୍ଧ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ ଯୋଗଦେଇ ମାନ୍ୟବର ସବୋର୍ଚ୍ଚ ନିୟ୍ୟାଳୟଙ୍କର ନିଷ୍ପତିକୁ କିଭଳି ଭାବରେ କୃତିମ ବୁଦ୍ଧି ମାଧ୍ୟମରେ ସହଜରେ ବୁଝିହେବ, ତତସହିତ ମାନ୍ୟବର ଉଚ୍ଚ ନିୟ୍ୟାଳୟ ଓଡିଶାଙ୍କର ଠଉ ଜଙ୍କକ୍ଷରଗ୍ଦ, ଇଊଜ ଜଙ୍କକ୍ଷରଗ୍ଦ ଉପରେ ଅବଗତ କରାଇ ଓ ଏହା ଦ୍ୱାରା ମାମଲାର ସମାଧାନ କରିବା ପାଇଁ ସଚେତନ କରାଇଥିଲେ । ଏଥି ସହିତ କର୍ମ କ୍ଷେତ୍ରରେ ମହିଳା ମାନଙ୍କ ଉପରେ ହଉଥିବା ଯୌନ ନିର୍ଯ୍ୟାତନା ଓ ଏହାର ପ୍ରତିକାର ସହିତ କର୍ମକ୍ଷେତ୍ରରେ ମହିଳା ମାନେ କିପରି ସୁରକ୍ଷିତ ରହିବେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ପୁଇଁତାଲା ତହସିଲଦାର ଶ୍ରୀଯୁକ୍ତ ଗୌରବ କୁମାର ବାରଗେ ଯୋଗ ଦେଇ ଇଊଜ ଗରୟସବଗ୍ଧସକ୍ଟଦ୍ଭ ଜଙ୍କକ୍ଷର ୨୦୦୭ର ଉପଯୋଗ କରିବା ପାଇଁ ସଚେତନାର ବାତା ଦେଇଥିଲେ । ଏଥିରେ ବଲାଙ୍ଗିର ଓକିଲ ସଂଘ ର ବରିଷ୍ଠ ଆଇନଜିବୀ ପ୍ରଶାନ୍ତ କୁମାର ଯୋଶୀ, ସୁନାଧର ପାଣିଗ୍ରାହୀ ଓ ସିବରାଜ ପତି ଯୋଗଦେଇ ବିକଳ୍ପ ପ୍ରକ୍ରିୟାର ଉପଯୋଗ କରି ମାମଲାର ସମାଧାନ କରିବା ପାଇଁ ସଚେତନ କରାଇଥିଲେ ।

ଉକ୍ତ ଶିବିରରେ ଆଡିସନାଲ. ତହସିଲଦାର ପୁଇଁତାଲା ଅଶୋକ କୁମାର ମିଶ୍ର ଉପସ୍ଥିତ ଥିଲେ ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande