ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ
ଭୁବନ, ୨୭ ଅଗଷ୍ଟ(ହି.ସ.) – ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଫାଣ୍ଡିରେ ଏସ ଆଇ ସୁବ୍ରତ କୁମାର ସାହୁ ନୂତନ ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବତନ ଫାଣ୍ଡି ଅଧିକାରୀ ସୌଭାଗ୍ୟ ପାଣିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ସୁବ୍ରତ କୁମାର ସାହୁ ପୂର୍ବରୁ କାମାକ୍ଷାନଗର ଥାନାରେ କାର୍ଯ
ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ


ଭୁବନ, ୨୭ ଅଗଷ୍ଟ(ହି.ସ.) – ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଫାଣ୍ଡିରେ ଏସ ଆଇ ସୁବ୍ରତ କୁମାର ସାହୁ ନୂତନ ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବତନ ଫାଣ୍ଡି ଅଧିକାରୀ ସୌଭାଗ୍ୟ ପାଣିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ସୁବ୍ରତ କୁମାର ସାହୁ ପୂର୍ବରୁ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ଥିଲେ। ସୁରପ୍ରତାପପୁର ଫାଣ୍ଡି ସମସ୍ତଙ୍କ ପାଇଁ ଆସ୍ଥାଭାଜନ ହେବା ସହିତ ସମସ୍ତ ଜନସାଧାରଣଙ୍କୁ ଉଚିତ ଓ ସମାନ ନ୍ୟାୟ ପ୍ରଦାନ କରାଯିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande