ଶ୍ୟାମସୁନ୍ଦରପୁର ସେବାସମବାୟ ସମିତିର ପୂବର୍ତନ ସମ୍ପାଦକ ଚୋରି ଅପରାଧରେ ଦଣ୍ଡିତ
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜେିଷ୍ଟ୍ରଟ ନେିବଦିତା ପଣ୍ଡା ଗତ କାଲି ତିହିଡ଼ି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ଇନ୍ଦ୍ରମଣି ମଳିକଙ୍କୁ ଏକ ଟ୍ରାକ୍ଟର ଚୋରି ଅପରାଧେର ଦଫା ୩୭୯ ରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୫୦୦୦/–ଙ୍କା
ଶ୍ୟାମସୁନ୍ଦରପୁର ସେବାସମବାୟ ସମିତିର ପୂବର୍ତନ ସମ୍ପାଦକ ଚୋରି ଅପରାଧରେ ଦଣ୍ଡିତ


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜେିଷ୍ଟ୍ରଟ ନେିବଦିତା ପଣ୍ଡା ଗତ କାଲି ତିହିଡ଼ି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ଇନ୍ଦ୍ରମଣି ମଳିକଙ୍କୁ ଏକ ଟ୍ରାକ୍ଟର ଚୋରି ଅପରାଧେର ଦଫା ୩୭୯ ରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଟ୫୦୦୦/–ଙ୍କା ଜୋରିମାନା, ଅନାଦେୟ ୨ ମାସ ପୁନଶ୍ଚ କାରାଦଣ୍ଡ ଆଦେଶ ଦେଇଛନ୍ତି। ବିବରଣୀ ଅନୁଯାୟୀ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରୁ ସେହି ଗ୍ରାମର ଇନ୍ଦ୍ରମଣି ମଳିକ ଏକ ଟ୍ରାକ୍ଟର ୧୯୯୯ ମସିହୋର ଋଣେର ଆଣିଥେôଲ, ଯାହାର ନଂ ଓଆର-୦୧ବି-୮୫୦୧ଏବଂ ମାସିକ କିସ୍ତି ମଧ୍ୟ ପରେିଶାଧ କରି ଆସୁଥେôଲ ।ମାତ୍ର ପେର ନିଜର ଆର୍ଥିକ ଅନାଟନ ଯୋଗୁଁ ଋଣ ପରେିଶାଧ କରି ନ ପାରି ଖିଲାପ କରିଥେôଲ । ସେ ସମୟେର ଶ୍ୟାମସୁନ୍ଦରପୁର ସେବା ସମିତିର ସମ୍ପାଦକ ଅଭିଯୁକ୍ତ ଶଙ୍କଷର୍ଣ ଦାସ, ତାଙ୍କୁ ଋଣ ପରେିଶାଧ କରିବା ପାଇଁ ତାଗିଦ୍ କରିଥେôଲ ଏବଂ ଶେଷେର ଦେିନ ଇନ୍ଦ୍ରମଣି ମଳିକ ବିଲେର ହଳ କରୁଥିବା ବେଳେ ଟ୍ରାକ୍ଟରଟିକୁ ଯୋର ଜବରଦସ୍ତ ଜବତ କରି ନେଇ ଆସିଥେôଲ। ପେର ସେବା ସମବାୟ ସମିତି ତରଫରୁ ସେ ଟ୍ରାକ୍ଟରଟିକୁ ଭଡ଼ୋର ଲଗାଇ ଇନ୍ଦ୍ରମଣି ମଳିକଙ୍କର ଋଣ ପରେିଶାଧ କରାଯିବ ବୋଲି ପ୍ରତିଶୃତି ଦେଇଥେôଲ । ମାତ୍ର କିଛି ଦିନ ପେର ଋଣ ପରେିଶାଧ ପାଇଁ ସେବା ସମବାୟ ସମିତି ତରଫରୁ ଇନ୍ଦ୍ରମଣି ମଳିକଙ୍କ ନିକଟକୁ ନୋଟିସ୍ ଆସିବାରୁ ସେ ସେବା ସମବାୟ ସମିତେିର ପହଂଚି ଅଭିଯୁକ୍ତ ସମ୍ପାଦକ ଶଙ୍କଷର୍ଣ ଦାସ ଟ୍ରାକ୍ଟରକୁ ଋଣ ପରେିଶାଧ କରିବା ପାଇଁ ନେଇ ଆସିଛନ୍ତି ବୋଲି କହିବାରୁ ସେବା ସମବାୟ ସମିତିର େସେତେବଳର ସମ୍ପାଦକ, ସମିତି ତରଫରୁ ସେମିତି କୌଣସି ଟ୍ରାକ୍ଟର ଜବତ ହୋଇ ନାହିଁ ବୋଲି କହିଥେôଲ। ତେଣୁ ଇନ୍ଦ୍ରମଣି ମଳିକ ବାଧ୍ୟ ହୋଇ ଗତ ୨୦୦୮ ମସିହା ଅଗଷ୍ଟ ମାସ ୧୭ ତାରିଖେର ତତ୍କାଳୀନ ସମ୍ପାଦକ ଶଙ୍କଷର୍ଣ ଦାସ ତାଙ୍କ ଟ୍ରାକ୍ଟରଟିକୁ ଚୋରି କରି ନେଇ ଯାଇଥିବାର ଅଭେିଯାଗ କରି ଏକ ଲିଖିତ େଏତଲା ଦେଇଥେôଲ । ସେତେବେଳ ତାଙ୍କ ଅଭେିଯାଗକୁ ଭିତି କରି ତିହିଡ଼ି ଥାନା କେଶ୍ ନଂ ୧୫୬/୨୦୦୮ ଦଫା ୩୭୯ ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ୍ ତଦନ୍ତ େବେଳ ଜାଣିବାକୁ ପାଇଥିଲା ଶଙ୍କଷର୍ଣ ଉକ୍ତ ଟ୍ରାକ୍ଟରକୁ ନେବା ପେର ତାର ସମସ୍ତ ଯନ୍ତ୍ରାଂଶକୁ ଖୋଲି ତିହିଡ଼ି ଥାନା ପାଳିଆ ଗ୍ରାମର ସେକ୍ ଦିଲାଙ୍କୁ ବିକ୍ରି କରି ଦେଇଛି ଓ ବିକ୍ରି ଟଙ୍କାକୁ ନେିଜ ହଡପ କରି ଦେଇଛି। ତଦନ୍ତ େବେଳ ପୋଲିସ ଉକ୍ତ ଟ୍ରାକ୍ଟରର ଯନ୍ତ୍ରାଂଶ ମଧ୍ୟ ଉଦ୍ଧାର କରି ଜବତ କରିଥିଲା। ଟ୍ରାକ୍ଟର ଚୋରି ଅପରାଧେର ପୋଲିସ ଶଙ୍କଷର୍ଣ ଦାସଙ୍କୁ ଓ ଚୋରି ଜିନିଷ କିଣିବା ଅପରାଧେର ସେକ୍ ଦିଲାଙ୍କ ନାମେର ୩୭୮, ୪୧୧ ଦଫୋର ଚାଜର୍ସିଟ ଦାଖଲ କରିଥିଲା। େତେବ ବିଚାର ପେର ମାନ୍ୟବର କୋର୍ଟ ପ୍ରମାଣ ଅଭାବରୁ ସେକ ଦିଲାଲକୁ ନେିର୍ଦ୍ଦାଷେର ଖଲାସ କରି ଦେଇଥିବା େବେଳ ଶଙ୍କଷର୍ଣକୁ ଚୋରି ଅପରାଧେର ଦୋଷୀ ସାବ୍ୟସ୍ତ କରି ଉପେରାକ୍ତ ଦଣ୍ଡ ବିଧାନ ଅୋଦଶ ଦେଇଛନ୍ତି। ଉକ୍ତ ମୋକଦ୍ଦମାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ପଙ୍କଜ କୁମାର ଦାସ ପରିଚାଳନା କରିଥେôଲ ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

----------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande