ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - କୃଷି ଭିତିକ ଗଣପର୍ବ ପବିତ୍ର ନୂଆଖାଇ ଅବସରେର ଜିଲ୍ଲା ସ୍ତରୀୟ ସିଏମ କିଷାନ ରବି-୨୦୨୫-୨୬ ର ସହାୟତା ରାଶି ବଂଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟଙ୍କ ଅଧକ୍ଷତୋର କୃଷି ବିଜ୍ଞାନ କେନ୍ଦ୍ର,ରାଣୀତାଲ,ଭଦ୍ରକ ଠୋର ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମେର ମୁଖ୍ୟ ଅତିଥି ଭୋବ ମାନ୍ୟବର ମନ୍ତ୍ରୀ,ଉଚ୍ଚଶିକ୍ଷା, ଯୁବେସବାତଥାଓଡ଼ିଆଭାଷାସାହିତ୍ୟ ଓ ସଂସ୍କୃତିବିଭାଗ ସୂର୍ଯ୍ୟବଂଶୀ ସୂରଜ ଏବଂ ସମ୍ମାନିତ ଅତିଥି ଭୋବ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସହେଯାଗୀ ନେିଦର୍ଶକ ଗେବଷଣା ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇ କୃଷକ ମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ମତ ରଖିଥେôଲ। ଭଦ୍ରକ ଜିଲ୍ଲୋର ସମୁଦାୟ ୨ ଲକ୍ଷ ୪୮ ହଜାର ୨୩୫ ଜଣ କୃଷକଙ୍କ ଜମା ଖାତାକୁ ସବର୍ମୋଟ ୪୯ କୋଟି ୬୪ ଲକ୍ଷ ୭୦ ହଜାର ଟଙ୍କା ଡ଼ିବିଟି ମାଧ୍ୟମେର ପ୍ରଦାନ କରାଗଲା।ପରେିଶଷେର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦ୍ୱିଜବର ସେଠୀ ଧନ୍ୟବାଦ ଅପର୍ଣ କରି ସଭା ସାଙ୍ଗ କରିଥେôଲ ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ