ଅନଲାଇନ୍ ଚାଷୀ ପଞ୍ଜିକରଣକୁ ଆଉ ଏକ ସପ୍ତାହ ପାଇଁଅନୁରୋଧ
ଭୁବନେଶ୍ୱର, 27 ଅଗଷ୍ଟ(ହି.ସ)- ଅନଲାଇନ୍ ଚାଷୀ ପଞ୍ଜିକରଣକୁ ଆଉ ଏକ ସପ୍ତାହ ପାଇଁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କୃଷି ମନ୍ତ୍ରୀ କେଭି ସିଂହଦେଓ। ପୂର୍ବରୁ 31 ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଥିଲା।ଅନଲାଇନ୍ ପଞ୍ଜୀକରଣରେ ସମସ୍ୟା କାରଣରୁ ସମୟ ଅବଧି ବୃଦ୍ଧି
ଅନଲାଇନ୍ ଚାଷୀ ପଞ୍ଜିକରଣକୁ ଆଉ ଏକ ସପ୍ତାହ ପାଇଁଅନୁରୋଧ


ଭୁବନେଶ୍ୱର, 27 ଅଗଷ୍ଟ(ହି.ସ)- ଅନଲାଇନ୍ ଚାଷୀ ପଞ୍ଜିକରଣକୁ ଆଉ ଏକ

ସପ୍ତାହ ପାଇଁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କୃଷି ମନ୍ତ୍ରୀ କେଭି ସିଂହଦେଓ। ପୂର୍ବରୁ

31 ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଥିଲା।ଅନଲାଇନ୍

ପଞ୍ଜୀକରଣରେ ସମସ୍ୟା କାରଣରୁ ସମୟ ଅବଧି ବୃଦ୍ଧି ପାଇଁ ଅନୁରୋଧ କଲେ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande