ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ବିରାଜିଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗଜାନନଙ୍କ ଆବହନ ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ । ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡେ ଉତ୍ସାହ । ସ୍କୁଲ, କଲେଜ, କାର୍ଯ୍ୟାଳୟ ଓ ଦୋକାନ
ଆଜି ଅଗ୍ରପୂଜ୍ୟ ଗଜାନନଙ୍କ     ଆବାହନ


ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ଆଜି ଅଗ୍ରପୂଜ୍ୟ

ଗଜାନନଙ୍କ ପୂଜା । ବିରାଜିଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗଜାନନଙ୍କ ଆବହନ ପାଇଁ ଗାଁଠୁ

ସହର ସବୁଠି ଚଳଚଞ୍ଚଳ । ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡେ ଉତ୍ସାହ । ସ୍କୁଲ,

କଲେଜ, କାର୍ଯ୍ୟାଳୟ ଓ ଦୋକାନ ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜି ଗଣେଶ ଚତୁର୍ଥ ଅବସରରେ

ସ୍କୁଲରେ ଛାତ୍ରଛାତ୍ରୀମାନେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande