ଅବସରପ୍ରାପ୍ତ ଯବାନ ସ୍ବର୍ଗତ ତ୍ରିଲୋଚନ ପାତ୍ରଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.) - ଅବସରପ୍ରାପ୍ତ ଯବାନ ସ୍ବର୍ଗତ ତ୍ରିଲୋଚନ ପାତ୍ରଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗଲପୁର ବ୍ଲକ ଭର
ଅବସରପ୍ରାପ୍ତ ଯବାନ ସ୍ବର୍ଗତ     ତ୍ରିଲୋଚନ ପାତ୍ରଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)

- ଅବସରପ୍ରାପ୍ତ

ଯବାନ ସ୍ବର୍ଗତ ତ୍ରିଲୋଚନ ପାତ୍ରଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ

କହିଛନ୍ତି ଯେ, ଆଗଲପୁର ବ୍ଲକ ଭରସୂଜା ଗ୍ରାମର ଅବସରପ୍ରାପ୍ତ ଯବାନ ସ୍ବର୍ଗତ ତ୍ରିଲୋଚନ ପାତ୍ର

ଗତ କିଛିଦିନ ତଳେ ମୃତ୍ୟୁବରଣ କରିଥିଲେ। ଆଜି ତାଙ୍କ ବାସଗୃହକୁ ଗସ୍ତ କରି ଶୋକସନ୍ତପ୍ତ ପରିବାର

ବର୍ଗଙ୍କୁ ଭେଟି ସମବେଦନା ଜଣାଇଲି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande