ସହରର ବିଭିନ୍ନ ପୂଜା ମଣ୍ଡପରେ ପୋଲିସ ସୁରକ୍ଷା
ପୁରୀ, 27 ଅଗଷ୍ଟ (ହି.ସ.) -ପୁରୀ ସହର ସମେତ ଜିଲ୍ଲାରେ ଗଣେଶ ପୂଜା ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏସ ପି ପ୍ରତୀକ ସିଂ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ପୂଜା ମଣ୍ଡପ ରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି |ବିଶେଷ କରି ଏସ ସି ଏସ କଲେଜ, ସୁକନ୍ୟା ଲେଡିସ ହଷ୍ଟେଲ, ମହିଳା କଲେଜ, ବଡଦାଣ୍ଡ ରେ ଥିବା
ସହର ର ବିଭିନ୍ନ ପୂଜା ମଣ୍ଡପ ରେ ପୋଲିସ ସୁରକ୍ଷା


ପୁରୀ, 27 ଅଗଷ୍ଟ (ହି.ସ.) -ପୁରୀ ସହର ସମେତ ଜିଲ୍ଲାରେ ଗଣେଶ ପୂଜା ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏସ ପି ପ୍ରତୀକ ସିଂ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ପୂଜା ମଣ୍ଡପ ରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି |ବିଶେଷ କରି ଏସ ସି ଏସ କଲେଜ, ସୁକନ୍ୟା ଲେଡିସ ହଷ୍ଟେଲ, ମହିଳା କଲେଜ, ବଡଦାଣ୍ଡ ରେ ଥିବା ବିଭିନ୍ନ ପୂଜା ମଣ୍ଡପ ରେ ପୋଲିସ ସୁରକ୍ଷା ଦିଆଯାଇଛି | ସାଧାରଣ ଲୋକଙ୍କ ଧନ ଓ ଜୀବନ ସୁରକ୍ଷା ପାଇଁ ପୁରୀ ପୋଲିସ ଶତ ଚେଷ୍ଟିତ ରହିଛି | ସହରରେ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ସମସ୍ୟା ପ୍ରତି ତୀକ୍ଷ୍ଣ ନଜର ରଖିଛି ପୁରୀ ପୋଲିସ |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande