ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ନୂଆଁଖାଇର
ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ
ଓରାମ କହିଛନ୍ତି ଯେ, ସଂସ୍କୃତି, ପରମ୍ପରା ଓ ଭାତୃତ୍ବ ଭାବର ଅନନ୍ୟ ପର୍ବ ପବିତ୍ର ନୂଆଁଖାଇ ଅବସରରେ
ମୋର ସମସ୍ତ ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା ସମଲେଇଙ୍କ ନିକଟରେ
ସମସ୍ତଙ୍କର ସୁଖ ସମୃଦ୍ଧି ନିମନ୍ତେ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା