‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ପଶ୍ଚିମ ଓଡିଶାର୍ ମୋର ସବୁ ଭାଇ, ବହେନ୍ ମାନ୍ କେ ଓଡିଶାର ଗଣପର୍ବ ନୂଆଁଖାଇ ତିହାର୍ ଥି ମୋର ନୂଆଁଖାଇ
‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ପଶ୍ଚିମ ଓଡିଶାର୍ ମୋର ସବୁ ଭାଇ, ବହେନ୍ ମାନ୍ କେ ଓଡିଶାର ଗଣପର୍ବ ନୂଆଁଖାଇ ତିହାର୍ ଥି ମୋର ନୂଆଁଖାଇ

ଜୁହାର୍ । ମାଁ ସମଲେଶ୍ଵରୀ, ମାଁ ପାଟଣେଶ୍ବରୀ ସବକର୍ ଜୀବନ ଥି ସୁଖ ସମରୁଧି ଭରି ଦଉନ୍, ମାଁ ର୍ ପାଖେଁ ଏତ୍ କି ପ୍ରାର୍ଥନା । ଜୟ ମାଁ ସମଲେଶ୍ଵରୀ, ଜୟ ମାଁ ପାଟଣେଶ୍ବରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande