ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.) - ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଜଏ ମାଁ ସମଲେଇ । ଆମର୍ ଓଡ଼ିଶାର ମହାନ୍ ତିହାର୍ ନୂଆଁଖାଇର୍ ଉଧେଁ ସମ୍
ନୂଆଁଖାଇର ଶୁଭେଚ୍ଛା     ଜଣାଇଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)

-

ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ

କହିଛନ୍ତି ଯେ, ଜଏ ମାଁ ସମଲେଇ । ଆମର୍ ଓଡ଼ିଶାର ମହାନ୍ ତିହାର୍ ନୂଆଁଖାଇର୍ ଉଧେଁ ସମ୍ କୁ

ଗୁର୍ଦୁଟେ ଶୁଭେଚ୍ଛା ଜନଉଁଛେଁ। ମାଁର୍ ଆଶୀର୍ବାଦ୍ ରୁ ସଭେଁ ହଁସିଖୁସିରେ ନୂଆଁ ଖାଏମା ବୋଲି

ମାଆ ସମଲେଇର୍ ପାଦ୍ ତଲେ ଗୁହାରି କରୁଛେଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande