ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ନୂଆଁଖାଇ ଜୁହାର୍ । ନୂଆଁଖାଇ ଉଧେ ସମ୍ କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ମା'' ସମଲେଇଙ୍କର
ନୂଆଁଖାଇର ଶୁଭେଚ୍ଛା     ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ନୂଆଁଖାଇର

ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ନବୀନ କହିଛନ୍ତି ଯେ, ନୂଆଁଖାଇ ଜୁହାର୍ । ନୂଆଁଖାଇ ଉଧେ ସମ୍ କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା

ଆର୍ ଅଭିନନ୍ଦନ୍। ମା' ସମଲେଇଙ୍କର୍ ଆଶୀର୍ବାଦ୍ ସମ୍ କର୍ ଉପରେ ଥାଉ। ଜଏ ମା' ସମଲେଇ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande