ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ସୁବର୍ଣ୍ଣପୁର ଇନ୍ ଡୋର ଷ୍ଟାଡିୟମ୍ ନିକଟସ୍ଥ ବିଜୁ ପଟ୍ଟନାୟକ ସୁଇମିଂଗ ପୁଲ ଠାରେ ପାଳିତ
ସୁବର୍ଣ୍ଣପୁର, ୨୯ ଅଗଷ୍ଟ (ହି.ସ.)- ଅଦ୍ୟ ତା ୨୯.୦୮.୨୦୨୫ ରିଖ ଦିନ ପୂର୍ବାହ୍ନ ୭.୩୦ ଘଟିକା ସମୟରେ ସୋନପୁର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୂଲ୍ ଠାରେ ପ୍ରଖ୍ୟାତ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ -୨୦୨୫ ମହା ସମାରୋହରେ ପାଳିତ ହୋଇଛି। ଏହି ଜାତୀୟ
ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ସୁବର୍ଣ୍ଣପୁର ଇନ୍ ଡୋର ଷ୍ଟାଡିୟମ୍ ନିକଟସ୍ଥ ବିଜୁ ପଟ୍ଟନାୟକ ସୁଇମିଂଗ ପୁଲ ଠାରେ ପାଳିତ ।

ସୁବର୍ଣ୍ଣପୁର, ୨୯ ଅଗଷ୍ଟ (ହି.ସ.)-

ଅଦ୍ୟ ତା ୨୯.୦୮.୨୦୨୫ ରିଖ ଦିନ ପୂର୍ବାହ୍ନ ୭.୩୦ ଘଟିକା ସମୟରେ ସୋନପୁର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୂଲ୍ ଠାରେ ପ୍ରଖ୍ୟାତ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ -୨୦୨୫ ମହା ସମାରୋହରେ ପାଳିତ ହୋଇଛି। ଏହି ଜାତୀୟ କ୍ରୀଡା ଦିବସ ପାଳନ ସମୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜେଲିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର, ସ୍ୱଚ୍ଛ ଭାରତ ମନମୁଣ୍ଡା ଓ ସୋନପୁର ସଂଘର ସ୍ୱେଚ୍ଛ ସେବୀ, ସୁବର୍ଣ୍ଣପୁର ଖେଲୋ ଇଣ୍ଡିଆର ଛାତ୍ର, ଛାତ୍ରୀ, ଖେଳାଳି, ସୁବର୍ଣ୍ଣପୁର ବ୍ୟାଡମିଣ୍ଟନ ଏସୋସିଏସନ୍ ର ଖେଳାଳି ମାନଙ୍କ ସମେତ ସୁବର୍ଣ୍ଣପୁର ସହରର ଅନେକ କ୍ରୀଡ଼ାପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande