ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)
- ପାର୍ବଣ ସମୟରେ
ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସବୁ ଜିଲ୍ଲାର ଏସ୍ପିଙ୍କୁ
ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୋଲିସ ଡିଜି । ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ
ସିସିଟିଭି, ଡ୍ରୋନ୍ ବ୍ୟବହାର
ହେବ । ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ପୋଲିସ ଡିଜି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା