ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ମଞ୍ଚେଶ୍ବର
ଥାନା ଅଧୀନ ପାଣ୍ଡରା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଆଇନଜୀବୀ ଦୀପକ କୁମାର ସାହୁ ନିଜ ଦେହରେ
ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଖୋଳତାଡ଼ କରିବ ସାଇଣ୍ଟଫିକ
ଟିମ । କ୍ରାଇମସ୍ପଟରୁ ସମସ୍ତ ପ୍ରକାର ନମୁନା ସଂଗ୍ରହ କରିବ ସାଇଣ୍ଟଫିକ ଟିମ । ସନ୍ଦେହ ଘେରରେ
ଦୀପକ କୁମାର ସାହୁଙ୍କ ମୃତ୍ୟୁ । ପରିବାର
ଲୋକଙ୍କ ବୟାନ ରେକର୍ଡ କଲା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା