ଅଗଷ୍ଟ ୩୧ରେ ନୂଆ ମ୍ୟୁନିସପାଲଟି ଓ ଏନଏସି ଘୋଷଣା
ଭୁବନେଶ୍ୱର, ୨୯ ଅଗଷ୍ଟ (ହି.ସ)- ଆସନ୍ତା ଅଗଷ୍ଟ ୩୧ରେ ନୂଆ ମ୍ୟୁନିସପାଲଟି ଓ ଏନଏସି ଘୋଷଣା ହେବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ଘୋଷଣା କରିଛନ୍ତି। ଏହାସହ ସରକାର ରାଜ୍ୟରେ ସହରୀକରଣ ବୃଦ୍ଧି କରିବେ। ରାଜ୍ୟରେ ସହରୀକରଣ ୧୭%ରୁ ୪୦%କୁ ବୃଦ୍ଧି ହେବ ବୋଲି ମନ୍ତ୍ରୀ କହିଛନ୍ତ
ଅଗଷ୍ଟ ୩୧ରେ ନୂଆ ମ୍ୟୁନିସପାଲଟି ଓ ଏନଏସି ଘୋଷଣା


ଭୁବନେଶ୍ୱର, ୨୯ ଅଗଷ୍ଟ (ହି.ସ)- ଆସନ୍ତା ଅଗଷ୍ଟ ୩୧ରେ ନୂଆ ମ୍ୟୁନିସପାଲଟି ଓ ଏନଏସି ଘୋଷଣା ହେବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ଘୋଷଣା କରିଛନ୍ତି। ଏହାସହ ସରକାର ରାଜ୍ୟରେ ସହରୀକରଣ ବୃଦ୍ଧି କରିବେ। ରାଜ୍ୟରେ ସହରୀକରଣ ୧୭%ରୁ ୪୦%କୁ ବୃଦ୍ଧି ହେବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande