ଅଲେଖ ମହିମା ଧର୍ମl ଲମ୍ବି ଅବଧୂତ ସାହୁ ଅବସରପ୍ରାପ୍ତ ଶିକ୍ଷକ 72 ବର୍ଷ ବୟଷରେ ସିନ୍ଧେକେଲା ବାସ ଭବନରେ ପରଲୋକ ହୋଇଯାଇଛି
ବଲାଙ୍ଗିର, 7 ଅଗଷ୍ଟ (ହି.ସ.) ବଲାଙ୍ଗିର ସିନ୍ଧେକେଲା ନିବାସୀ ଅବଧୂତ ସାହୁଙ୍କ 72 ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ରେ ପୀଡିତ ହୋଇ ଥିଲେ,ଅବସର ପ୍ରାପ୍ତ ଶିକ୍ଷକ ଥିଲେ ସେ ଜଣେ ଅଲେଖ ମହିମା ଧର୍ମlଲମ୍ବି ମିଷ୍ଟଭାଷୀ,ମେଳାପୀ,ଧର୍ମପରାୟଣl ଓ ପରୋପକାରୀ ଅବସର ପ୍ରାପ୍ତ ଅବଧୂତ ସାହୁ ଭାବ
ଅଲେଖ ମହିମା    ଧର୍ମl ଲମ୍ବି ଅବଧୂତ ସାହୁ ଅବସରପ୍ରାପ୍ତ ଶିକ୍ଷକ 72 ବର୍ଷ ବୟଷରେ ସିନ୍ଧେକେଲା ବାସ ଭବନରେ  ପରଲୋକ ହୋଇଯାଇଛି


ବଲାଙ୍ଗିର, 7 ଅଗଷ୍ଟ (ହି.ସ.)

ବଲାଙ୍ଗିର ସିନ୍ଧେକେଲା ନିବାସୀ ଅବଧୂତ ସାହୁଙ୍କ 72 ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ରେ ପୀଡିତ ହୋଇ ଥିଲେ,ଅବସର ପ୍ରାପ୍ତ ଶିକ୍ଷକ ଥିଲେ ସେ ଜଣେ ଅଲେଖ ମହିମା ଧର୍ମlଲମ୍ବି ମିଷ୍ଟଭାଷୀ,ମେଳାପୀ,ଧର୍ମପରାୟଣl ଓ ପରୋପକାରୀ ଅବସର ପ୍ରାପ୍ତ ଅବଧୂତ ସାହୁ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଅବଧୂତ ସାହୁଙ୍କ ଗତ ଗୁରୁବାର ରାତି 4 ଟା ରେ ପରଲୋକ ହୋଇ ଯାଇଛି l ତାଙ୍କର ମୃତ୍ୟୁ ଖବର ଶୁଣି ସିନ୍ଧେକେଲା ଗାଆଁ ରେ ଶୋକ ଛାୟା ଖେଳିଯାଇଛି l ମୃତ୍ୟୁ ଖବର ଶୁଣି ପୁଟୁ ପଡା ମହିମା ଆଶ୍ରମ ର ବଳକଲଧାରି ବାବା କିଶୋର,ଓ ବଙ୍ଗୋମୁଣ୍ଡା ମହିମା ଆଶ୍ରମ ର ବଳକଲଧାରି କପିଲ ବାବା ଆସି ପହଞ୍ଚି ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନ କରାଇଦେଲେ, ମୃତ୍ୟୁଶଯ୍ୟାରେ ପୁତ୍ର ବ୍ରହ୍ମl ନନ୍ଦ ସାହୁ, ବ୍ରହ୍ମ ଦତ୍ତ ସାହୁ ଓ ଝିଅ ବ୍ରହ୍ମଶ୍ରୀ ସାହୁ,ଗୋଲାପ ସାହୁ, ନାତି ନାତୁଣୀ ମାମୁଁ ଅନ୍ତର୍ଯ୍ୟାମୀ ସାହୁ ଓ ମାଉସl ରାଜେଶ ସାହୁ ଆତ୍ମୀୟ, ସ୍ୱଜନ ଓ ବନ୍ଧୁ ବର୍ଗ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଲୋକ ଉପସ୍ଥିତ ଥିଲେ। ଶେଷ ରେ ସିନ୍ଧେକେଲା ସ୍ତିତ ସୁଜନ ସାଗର ତଳେ ତାଙ୍କର ଶେଷକୃତ୍ୟ ସଂପନ୍ନ କରl ଯାଇଥିଲା ବୋଲି ମୃତକଙ୍କ ବଡ଼ପୁଅ ବ୍ରହ୍ମl ନନ୍ଦ ସାହୁ ସୂଚନା ଦେଇଛନ୍ତି l ଅବସର ପରେ ସିନ୍ଧେକେଲା ବାସ ଭବନରେ ତାଙ୍କର ପତ୍ନୀ ପ୍ରଭାତୀ ସାହୁ ଙ୍କ ସହିତ ଆନନ୍ଦ ରେ ଜୀବନ ଯାପନ ସ୍ଥାୟୀ ଭାବରେ ଅବସ୍ଥାନ କରି ଆସୁ ଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ଆଖପାଖ ଅଞ୍ଚଳରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande