ତ୍ରିରଙ୍ଗା ଯାତ୍ରା ଆଦି କାର୍ଯ୍ୟକ୍ରମ ନେଇ ଜିଲ୍ଲା ବିଜେପିର ବୈଠକ ଅନୁଷ୍ଠିତ
କେନ୍ଦୁଝର, ୭ ଅଗଷ୍ଟ (ହି.ସ.) - ତ୍ରିରଙ୍ଗା ଯାତ୍ରା, ହରଘର ତ୍ରିରଙ୍ଗା ଏବଂ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ସଫଳ କରିବା ନିମନ୍ତେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବଡ଼ବିଲ ମଣ୍ଡଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନିର୍ଦ୍ଦେଶ
ତ୍ରିରଙ୍ଗା ଯାତ୍ରା ଆଦି କାର୍ଯ୍ୟକ୍ରମ ନେଇ ଜିଲ୍ଲା ବିଜେପିର ବୈଠକ ଅନୁଷ୍ଠିତ


କେନ୍ଦୁଝର, ୭ ଅଗଷ୍ଟ (ହି.ସ.) - ତ୍ରିରଙ୍ଗା ଯାତ୍ରା, ହରଘର ତ୍ରିରଙ୍ଗା ଏବଂ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ସଫଳ କରିବା ନିମନ୍ତେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବଡ଼ବିଲ ମଣ୍ଡଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମ ସଫଲ ନେଇ ବ୍ୟାପକ ଆଲୋଚନା ହେଇଥିଲା।

ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବଡ଼ବିଲ ମଣ୍ଡଳର ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande