ମାତୃ କ୍ଷୀର ଶିଶୁ ପାଇଁ ସର୍ବୋତମ କର୍ମଶାଳା ଅନୁଷ୍ଠିତ
କେନ୍ଦୁଝର, ୭ ଅଗଷ୍ଟ (ହି.ସ.) - ଆଜି ସ୍ଥାନୀୟ ଅଡିଟୋରିୟମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଭାରତୀୟ ମେଡିକାଲ କାଉନସିଲ୍ ଦ୍ୱାରା ହେବାକୁ ଥିବା ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନୀକୁ ସାହ
ମାତୃ କ୍ଷୀର ଶିଶୁ ପାଇଁ ସର୍ବୋତମ କର୍ମଶାଳା ଅନୁଷ୍ଠିତ


କେନ୍ଦୁଝର, ୭ ଅଗଷ୍ଟ (ହି.ସ.) - ଆଜି ସ୍ଥାନୀୟ ଅଡିଟୋରିୟମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଭାରତୀୟ ମେଡିକାଲ କାଉନସିଲ୍ ଦ୍ୱାରା ହେବାକୁ ଥିବା ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନୀକୁ ସାହୁ ଯୋଗଦେଇ ଥିଲେ। ଏହା ସହ ଜିଲ୍ଲାର ବହୁ ଶିଶୁ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande