ଗଞାମ, ୭ ଅଗଷ୍ଟ (ହି.ସ.)-
ଗୋଳନ୍ଥରା ଥାନା ଅନ୍ତର୍ଗତ ଭୈରବୀ ରାସ୍ତାରେ ଆଇନଜୀବୀ ଭାନୁମୂର୍ତ୍ତିଙ୍କ ପରିବାରଙ୍କୁ ସଂଘବଧ ଆକ୍ରମଣ ମାମଲାରେ ସମ୍ପୃକ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ଏସପିଙ୍କୁ ଭେଟିଲା ଗଞ୍ଜାମ ଓକିଲ ସଂଘ । ବର୍ତ୍ତମାନ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ମନ୍ତ୍ରୀଙ୍କ ପୁତୁରା ଦୀପକ ଜେନାଙ୍କ ସମେତ ଏକାଧିକ ଅଭିଯୁକ୍ତ ଏଯାବତ ଫେରାର ରହିଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଗଞ୍ଜାମ ଓକିଲ ସଂଘ l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ