ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ଆସନ୍ତା ନଭେମ୍ବରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ ଆରମ୍ଭ ହେବ । ୨୦୧୬ରୁ ବର୍ତମାନ ସୁଦ୍ଧା ୪ ଲକ୍ଷ ଘର ଅସମ୍ପୂର୍ଣ ହୋଇ ରହିଛି। ଅସମ୍ପୂର୍ଣ୍ଣ ଘର ଗୁଡ଼ିକ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ। ଏନେଇ କେନ୍ଦ୍ର ସରକାର ଭରସା ଦେଇଥିବା ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା