କେନ୍ଦ୍ରାପଡ଼ା, ୦୮ ଅଗଷ୍ଟ(ହି.ସ.) – ଶ୍ରୀକ୍ଷେତ୍ରରୁ ଆସିଲା ପାଟ ରାଖୀ ତୁଳସୀ କ୍ଷେତ୍ର ରେ ଭାବ୍ୟ ସମ୍ବର୍ଦ୍ଧନା ଆସନ୍ତା ନଅ ତାରିଖ ଶନିବାର ରକ୍ଷାବନ୍ଧନ ଜନ୍ମ ଉତ୍ସବ ରେ ପିନ୍ଧିବେ ମହାପ୍ରଭୁ ପାଟ ସେବା ସଂଘ୍ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ସହଯୋଗରେ ଶ୍ରୀକ୍ଷେତ୍ରରୁ ପାଟରାକ୍ଷୀ ତୁଳସୀ କ୍ଷେତ୍ରରେ ପହଂଚିଥିଲେ ମନ୍ଦିର ପ୍ରଶାସନ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଟ୍ରଷ୍ଟ ବୋର୍ଡ ସଦସ୍ୟ ହୃଷେିକଶ ରଥ ନୃସିଂହ ପ୍ରସାଦ ପତ୍ରୀ ଧିରେନ୍ ସାହୁ ସୁପର ଭାଇ ଜର ନୃସିଂହ ଚରଣ ପତ୍ରୀ ଜ୍ୟୋତି ରଞ୍ଜନ ପତ୍ରୀ ପ୍ରମୁଖ ସ୍ୱାଗତ ସମ୍ବର୍ଧନା କରିଥିଲେ ପରେ ମନ୍ଦିର କାର୍ଯ୍ୟାଳୟ ପାଖରୁ ଘଂଟ ଘଂଟା ବାଜାରେ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ଶୋଭାଯାତ୍ରାରେ ପାଟ ସେବା ସଂଘ ପକ୍ଷରୁ ସୁରେଶ ପାଣିଗ୍ରାହୀ ହିମାଂଶୁ ଶେଖର ସାହୁ ବିଜୟ ପୃଷ୍ଟି ଶୁଭେନ୍ଦୁ ସ୍ୱାଇଁ ଦୁର୍ଗାଚରଣ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ମନ୍ଦିର ପାଖରେ ପହଂଚିବା ପରେ ପୁରୀ ଜଗନ୍ନାଥ ମନ୍ଦିର ସୁଭଦ୍ରା ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ମହାପାତ୍ରଙ୍କ ତତ୍ୱାବଧାନରେ ମନ୍ଦିର ବଡ଼ପଣ୍ଡା ମାଧବ ପତ୍ରୀଙ୍କୁ ହସ୍ତା ନ୍ତର କରିଥିଲେ ପତ୍ରୀ ଶ୍ରୀ ଜୀଉଙ୍କ ଭଣ୍ଡାର ଗୃହରେ ରଖିଲେ ଆସନ୍ତା ଶନିବାର ବଳଭଦ୍ର ଜନ୍ମ ରକ୍ଷାବନ୍ଧନରେ ମହାପ୍ରଭୁଙ୍କୁ ପିନ୍ଧାଜିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି