ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ବଳଙ୍ଗା ପୀଡିତାଙ୍କୁ
ନ୍ୟାୟ ଦାବିରେ ଆସନ୍ତାକାଲି ଡିଜି କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ । ଆସନ୍ତା 10ରେ ବଳଙ୍ଗା
ପୀଡିତାଙ୍କ ପାଇଁ ନାରୀ ନ୍ୟାୟ ପଦ ଯାତ୍ରା କରାଯିବ । ଆସନ୍ତା 14 ଅଗଷ୍ଟରେ ସୌମ୍ୟଶ୍ରୀ ପାଇଁ
ଏଫଏମ କଲେଜରୁ ନାରୀ ନ୍ୟାୟ ପଦଯାତ୍ରା କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା