ବଡମ୍ବାରେ ଜଣ୍ଡିସ ଭୟ
ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ବଡମ୍ବାରେ ଜଣ୍ଡିସ ଭୟ ଘାରିଛି। ଗୋବିନ୍ଦପୁର ଗାଁରୁ ୩୨ ଜଣ ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଟଣା ଉପରେ ନଜର ରଖିଛି। ପାଣିର ନମୁନା ପ
ବଡମ୍ବାରେ ଜଣ୍ଡିସ ଭୟ


ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ବଡମ୍ବାରେ ଜଣ୍ଡିସ ଭୟ ଘାରିଛି। ଗୋବିନ୍ଦପୁର ଗାଁରୁ ୩୨ ଜଣ ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଟଣା ଉପରେ ନଜର ରଖିଛି। ପାଣିର ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ରିପୋର୍ଟ ଆସିଲେ ଜଣା ପଡିବ।ବର୍ଷା ଯୋଗୁଁ ହଇଜା ଓ ଜଣ୍ଡିସ ନେଇ ସବୁ ଜିଲ୍ଲା କୁ ଆଲର୍ଟ କରାଯାଇଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande