ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.) - ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ମୁଁ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଐତିହ୍ୟର
ଜାତୀୟ ହସ୍ତତନ୍ତ ଦିବସର     ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)

- ଜାତୀୟ

ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଜାତୀୟ ହସ୍ତତନ୍ତ ଦିବସ ଅବସରରେ,

ମୁଁ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଐତିହ୍ୟର

ନିର୍ମାତା—ଆମ ବୁଣାକାରମାନଙ୍କର

ଅପୂର୍ବ କଳାକୌଶଳ ଓ ନିଷ୍ଠାକୁ କୋଟି କୋଟି ନମନ କରୁଛି।

ସେମାନଙ୍କର ଦକ୍ଷ ହାତ ବର୍ଷ

ବର୍ଷ ଧରି ଐତିହ୍ୟକୁ ଜୀବନ୍ତ ରଖିଛି, ସୂତା କଳାର ଅମର ଗାଥାରେ ପରିଣତ କରିଛନ୍ତି। ଆସନ୍ତୁ, ଏହି ଅମର କଳାକୁ ଆମେ ସମ୍ମାନ ଓ ସମର୍ଥନ ଦେଇ ଉତ୍ସବ ପାଳନ କରିବାକୁ ଜାରି ରଖିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande