ମହାନ କବି ରବିନ୍ଦ୍ର ନାଥ ଟାଗୋରଙ୍କୁ ନମନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ମହାନ କବି ରବିନ୍ଦ୍ର ନାଥ ଟାଗୋରଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ସଙ୍ଗୀତର ରଚୟିତା, ମହାନ କବି ରବିନ୍ଦ୍ର ନାଥ ଟାଗୋରଙ୍କ ପୁଣ୍ୟତିଥିରେ
ମହାନ କବି ରବିନ୍ଦ୍ର ନାଥ     ଟାଗୋରଙ୍କୁ ନମନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ମହାନ କବି

ରବିନ୍ଦ୍ର ନାଥ ଟାଗୋରଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ସଙ୍ଗୀତର ରଚୟିତା,

ମହାନ କବି ରବିନ୍ଦ୍ର ନାଥ ଟାଗୋରଙ୍କ ପୁଣ୍ୟତିଥିରେ

କୋଟି କୋଟି ପ୍ରଣାମ ଜଣାଉଛି। କଳା, ସାହିତ୍ୟ ଏବଂ ସଂସ୍କୃତିର ସାଧକ ଭାବେ ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande