ଶ୍ରୀମନ୍ଦିରକୁ ସ୍ପାଇ କ୍ୟାମେରା ପଶିବା ପ୍ରସଙ୍ଗରେ କଠୋର ଆଇନ ଆଣିବେ ସରକାର
ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ଶ୍ରୀମନ୍ଦିରକୁ ସ୍ପାଇ କ୍ୟାମେରା ପଶିବା ପ୍ରସଙ୍ଗରେ ଆସିବ କଠୋର ଆଇନ । ରାଜ୍ୟ ସରକାରଙ୍କ ନିକଟକୁ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ପ୍ରସ୍ତାବ ଆସୁଛି ଯାହା ପଦକ୍ଷେପ ନେବା କଥା ନିଆଯିବ । କଠୋର ଆଇନ ଆଣିବା ସହ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା
ଶ୍ରୀମନ୍ଦିରକୁ ସ୍ପାଇ     କ୍ୟାମେରା ପଶିବା ପ୍ରସଙ୍ଗରେ କଠୋର ଆଇନ ଆଣିବେ ସରକାର


ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.)- ଶ୍ରୀମନ୍ଦିରକୁ

ସ୍ପାଇ କ୍ୟାମେରା ପଶିବା ପ୍ରସଙ୍ଗରେ ଆସିବ କଠୋର ଆଇନ । ରାଜ୍ୟ ସରକାରଙ୍କ ନିକଟକୁ ମନ୍ଦିର

ପ୍ରଶାସନ ପକ୍ଷରୁ ଯେଉଁ ପ୍ରସ୍ତାବ ଆସୁଛି ଯାହା ପଦକ୍ଷେପ ନେବା କଥା ନିଆଯିବ । କଠୋର ଆଇନ ଆଣିବା ସହ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା

ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande